Only for Entertainment

ସଲମାନ ଓ ଐଶ୍ଚର୍ଯ୍ୟାଙ୍କ ଯୋଡ଼ିକୁ ରଣବୀର ଏବଂ ଦୀପିକାଙ୍କ ସହ ତୁଳନା କଲେ ସଂଜୟ ଲୀଲା ଭଂସାଲୀ ।

aajtak
30

ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଏହି ସପ୍ତାହରେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ ।ଦୁଇ ଜଣ ଗତ ୬ ବର୍ଷ ହେବ ରିଲେସନସିପରେ ଅଛନ୍ତି ।ଏମାନଙ୍କ ସଂପର୍କରେ ଯଦି କେହି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ସେ ହେଉଛନ୍ତି ସଂଜୟ ଲୀଲା ଭଂସାଲୀ ।ଏହି ଦୁଇ ଜଣ ଭଂସାଲୀଙ୍କ ୩ଟି ଫିଲ୍ମରେ କାମ କରିଛନ୍ତିଌାଣନ୍ତୁ ଭଂସାଲୀ ଏହି ଯୋଡ଼ିଙ୍କ ବିଷୟରେ କ’ଣ ଭାବନ୍ତି ।

ଏକ ଇଂଟରଭ୍ୟୁରେ ଭଂସାଲୀ କହିଲେଯେ, ମୁଁ ରଣବୀର ସହିତ ଅଧିକ ଯୋଡ଼ି ହୋଇ ରହେ । ସେ ଜଣେ କମାଲ ଆକ୍ଟର । ମୋ ଜୀବନରେ ତାଙ୍କ ଦ୍ୱାରା ପ୍ଲେ କରାଯାଇଥିବା ରାମଲୀଲା,ବାଜିରାଓ ମସ୍ତାନୀର ଚରିତ୍ର ଖୁବ ଖାସ ।ରଣବୀର ସହିତ ମୋତେ ସେହି କେମେଷ୍ଟ୍ରି ନଜର ଆସୁଛି ଯାହା ଗୋଟିଏ ସମୟରେ ସଲମାନ ଏବଂ ଐଶ୍ଚର୍ଯ୍ୟାଙ୍କ ସହିତ ଥିଲା ।
ଦୁଇ ଜଣଙ୍କ ବିବାହ ଇଟାଲୀରେ ହେବ,ତେଣୁ ଶୁକ୍ରବାରକୁ ସେମାନେ ଭାରତ ଛାଡ଼ି ସାରିଥିବା ଖବର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More