Only for Entertainment

ଭାରତର ଦ୍ୱିତୀୟ ଟିଜର ରିଲିଜ । ନଜର ଆସିଲା ସଲମାନ-କ୍ୟାଟ୍ରିନାଙ୍କ ରୋମାଂଟିକ ଅନ୍ଦାଜ ।

bollywood tadka
40

ବଲିଉଡ ଆକ୍ଟର ସଲମାନ ଖାନଙ୍କ ଫିଲ୍ମ ଭାରତର ଦ୍ୱିତୀୟ ଗୀତ ‘ମିଠି ମିଠି ଚାଶନୀ’ର ଟିଜର ରିଲିଜ ହୋଇଛି । ଟିଜରରେ ସଲମାନଏବଂ କ୍ୟାଟ୍ରିନାଙ୍କ ଲଭ କେମେଷ୍ଟ୍ରି ନଜର ଆସିଛି । ଦୁଇଜଣ ଖୁବ ରୋମାଂଟିକ ଅନ୍ଦାଜରେ ନଜର ଆସିଛନ୍ତି । ଟିଜର ଶେୟାର କରି ସଲମାନ କ୍ୟାପ୍ସନରେ ଲେଖିଛନ୍ତ. ଇସ ଇଦ ଇସ୍କ ମିଠା ।

ସୋସିଆଲ ମିଡିଆରେ ଏହି ଟିଜର ଭିଡ଼ିଓକୁ ଖୁବ ପସନ୍ଦ କରାଯାଉଛି । ଗୀତକୁ ଖୁବଶୀଘ୍ର ରିଲିଜ କରାଯାଉ, ଆଉ ଅପେକ୍ଷା କରିହେଉ ନାହିଁ ଭଳି କମେଂଟ ଦେଇଛନ୍ତି ଫ୍ୟାନ୍ସ । ଜଣେ ୟୁଜର ଲେଖିଛନ୍ତି ସବୁ ମିଠା ମିଠା ଲାଗୁଛି ।

ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଲି ଅବାସ ଜଫର ଏବଂ ସଲମାନଙ୍କ ଅପୋଜିଟରେ ନଜର ଆସିବେ କ୍ୟାଟ୍ରିନା କୈଫ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More