Only for Entertainment

ଭୋଜପୁରୀ ଅଭିନେତ୍ରୀ ମୋନାଲିସା ପିଙ୍କ ସୁଟରେ ମଚାଇଲେ ଧମାଲ, ଦେଖନ୍ତୁ ଫଟୋ !

59

ଭୋଜପୁରୀ ଏବଂ ଛୋଟ ପରଦା ଅଭିନେତ୍ରୀ ମୋନାଲିସା ଅର୍ଥାତ ଅନ୍ତରା ବିଶ୍ୱାସ ଇନଷ୍ଟାଗ୍ରାମରେ ନିଜର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ସେ ଖୁବ ସୁନ୍ଦର ନଜର ଆସିଛନ୍ତି ।
ମୋନାଲିସା ବିଗବସ୧୦ରେ ଭାଗ ନେଇଥିଲେ ଏହାପରେ ସେ ଖୁବ ଚର୍ଚ୍ଚାରେ ଆସିଥିଲେ । ସେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଟପ ଷ୍ଟାରଙ୍କ ମଧ୍ୟ ଜଣେ ଅଟନ୍ତି ।

ସେ ଅନେକ ହିଟ ଫିଲ୍ମରେ କାମ କରିଛନ୍ତି । ଏହାବ୍ୟତୀତ ଆଗକୁ ଅନେକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।

ନିକଟରେ ମୋନାଲିସା ସୋସିଆଲ ମିଡିଆରେ କିଛି ଜବରଦସ୍ତ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଖୁବ ସୁନ୍ଦର ଦିଶୁଛନ୍ତି । ମୋନାଲିସା ଗୋଲାପୀ ରଂଗର ଆଉଟଫିଟ ପିନ୍ଧିଛନ୍ତି, ଯେଉଁଥିରେ ସେ ମାଙ୍ଗ ଟିକା ଲଗାଇଥିବାର ନଜର ଆସିଛନ୍ତି ।

ବର୍ତ୍ତମାନ ମୋନାଲିସା ଷ୍ଟାରପ୍ଲସ ଫେମସ ସିରିଅଲ ନଜର’ରେ ନଜର ଅଭିନୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More