Only for Entertainment

ଛୋଟ ଡ୍ରେସ ପିନ୍ଧି ମନ୍ଦିର ଯାଉଥିଲେ ଅଭିନେତ୍ରୀ, ନିୟମ କାରଣରୁ ପିନ୍ଧିବାକୁ ପଡିଲା ଲୁଙ୍ଗି, ଭିଡିଓ ଭାଇରାଲ !

311

ଭୋଜପୁରୀ ଅଭିନେତ୍ରୀ ରାନୀ ଚାଟାର୍ଜୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାନୀଙ୍କୁ ଜଣେ ବ୍ୟକ୍ତି ଲୁଙ୍ଗି ପିନ୍ଧାଉଥିବାର ନଜର ଆସିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଂଜନା ସିଂଙ୍କ ସ୍ୱର ଶୁଣିବାକୁ ମିଳିଛି । କିଛି ଦିନ ହେବ ଅଂଜନା ଏବଂ ରାନୀ ମାଲଦୀପରେ ଛୁଟି ବିତାଉଛନ୍ତି ।

ଭାଇରାଲ ଭିଡିଓରେ ରାନୀ ଲୁଙ୍ଗି ପିନ୍ଧୁଥିବାର ନଜର ଆସିଛନ୍ତି । ଅଂଜନା ତାଙ୍କୁ ପଚାରୁଛନ୍ତି ଏ ଲୁଙ୍ଗି କାହିଁକି ପିନ୍ଧିଛନ୍ତି । ରାନୀ ଉତ୍ତର ଦେଇଛନ୍ତି ଯେ ପରମ୍ପରା କାରଣରୁ ସେ ଏହାକୁ ପିନ୍ଧିଛନ୍ତି । ଏହାପରେ ଅଂଜନା କହିଛନ୍ତି ଯେ ମିଛ କୁହ ନାହିଁ । ଯେଉଁ ମନ୍ଦିରକୁ ଏମାନେ ଯାଉଛନ୍ତି ସେଠାରେ ଛୋଟ ପୋଷାକ ଅନିବାର୍ଯ୍ୟ ଏହି କାରଣରୁ ରାନୀ ଲୁଙ୍ଗି ପିନ୍ଧୁଥିବା କହିଛନ୍ତି ଅଂଜନା ।

 

View this post on Instagram

 

Video of d trip ? ? ? ?@ranichatterjeeofficial ? ? ?

A post shared by Anjana Singh (@anjana_singh_) on

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ରାନୀଙ୍କ ଅପକମିଂ ଫିଲ୍ମ ‘ଲେଡି ସିଂଘମ’ର ସୁଟିଂ ଚାଲିଛି । ଏହାର ପୋଷ୍ଟର ନିକଟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More