Only for Entertainment

ଫିଲ୍ମ ଟ୍ରେଲର ରିଲିଜ ହେବା ପରେ ଛାଇ ଗଲେ ଏହି ଭୋଜପୁରୀ ଅଭିନେତା, ଲକ୍ଷ ଲକ୍ଷ ଳୋକ ଦେଖିଲେ ଭିଡିଓ ।

zeenews
0 52

ଭୋଜପୁରୀ ଫିଲ୍ମ ଅଭିନେତା ଅରବିନ୍ଦ ଅକେଲା କଲ୍ଲୁ ଙ୍କ ଫିଲ୍ମ ‘ଆବାରା ବଲମ’ର ଟ୍ରେଲର ୟୁଟ୍ୟୁବରେ ରିଲିଜ ହୋଇଯାଇଛି, ଯେଉଁଥିରେ ଗୋଟେ ନୁହଁ ବରଂ ଦୁଇ ଦୁଇଟି ହିରୋଇନଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଫିଲ୍ମ ନିର୍ଦ୍ଦେଶକ ଚନ୍ଦନ ଉପାଧ୍ୟାୟ ନ୍ୟୁଜ ଏଜେନ୍ସି ଆଇଏନଏସକୁ କହିଛନ୍ତି ଯେ ଫିଲ୍ମ ରିଲିଜ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଏହାର କାହାଣୀ ଖୁବ ନିଆରା ହୋଇଛି, ଏଥିରେ କଲ୍ଲୁ , ତନୁଶ୍ରୀ ଏବଂ ପ୍ରିୟଙ୍କାଙ୍କର ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିବ । ଦେଖନ୍ତୁ ଏହି ଟ୍ରେଲର –

ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରେ କଲ୍ଲୁ ଇଟରନେଂଟରେ ଧୁମ ମଚାଇଛନ୍ତି । ୧୦ଦିନ ମଧ୍ୟରେ ଏହି ଭିଡିଓକୁ ୮ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି ।

ଫିଲ୍ମରେ କଲ୍ଲୁଙ୍କ ଦବଙ୍ଗ ଷ୍ଟାଇଲ ଦେଖିବାକୁ ମିଳିବ । ଟ୍ରେଲରରୁ ପରିଷ୍କାର ଜଣା ପଡୁଛି ଯେ ଏହା ଏକ ଆକ୍ସନ ଫିଲ୍ମ । ଯେଉଁଥିରେ ରୋମାନ୍ସର ଭରପୁର ପ୍ୟାକ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More