Only for Entertainment

ଭୋଜପୁରୀ ଗୀତରେ ଠୁମକା ଲଗାଇଲେ ଏହି ଅଭିନେତ୍ରୀ,ଭିଡିଓ ଭାଇରାଲ ।

bollywood tadka
0 58

ଭୋଜପୁରୀ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତ୍ରୀ କାଜଲ ରାଧବାନୀ,ଆମ୍ରପାଲି ଦୁହେ,ପୁନମ ଦୁବେ ଏବଂ ରାନୀ ଚାଟାର୍ଜୀଙ୍କ ସହିତ ଅକ୍ଷରା ସିଂଙ୍କ ନାମ ଖୁବ ଜନପ୍ରିୟ । ଚଳିତ ଦିନ ଗୁଡ଼ିକରେ ତାଙ୍କ ଗୀତ ଏବଂ ଭିଡିଓକୁ ଖୁବ ପସନ୍ଦ କରାଯାଉଛି । ଆମ୍ରପାଲି ଦୁବେ,ମୋନାଲିସା ଏବଂ କାଜଲ ରାଧବାନୀଙ୍କ ସହିତ ଅକ୍ଷରା ସିଂ ମଧ୍ୟ ଖୁବ ଚର୍ଚ୍ଚାରେ ଅଛନ୍ତି । ସେମାନଙ୍କ ଡ୍ୟାନ୍ସ ଏବଂ ଅଭିନୟରେ ଲୋକ ଦିୱାନା ହୋଇ ସାରିଛନ୍ତି ।

ଅର୍ଚ୍ଚନାଙ୍କର କେତେକ ଭିଡିଓ ସାମ୍ନାକୁ ଆସୁଛି । ନିକଟରେ ତାଙ୍କର ଅନ୍ୟ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଅକ୍ଷରା ଗୋଜପୁରୀ ଗାୟକ ପବନ ସିଂଙ୍କ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ତାଙ୍କର ଏହି ଡ୍ୟାନ୍ସ ଭିଡିଓକୁ ଖୁବ ପସନ୍ଦ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More