୪୦ ବର୍ଷରେ ପାଦ ଦେଲେ ଅଭିନେତ୍ରୀ ବିଦ୍ୟାବାଲାନ ।
୪୦ ବର୍ଷରେ ପାଦ ଦେଲେ ଅଭିନେତ୍ରୀ ବିଦ୍ୟାବାଲାନ । ନୂଆ ବର୍ଷରେ ବିଦ୍ୟା ନିଜ ଜନ୍ମଦିନ ପାଳିଛନ୍ତି । ବିଦ୍ୟାଙ୍କ ଜନ୍ମଦିନ ଅବସରରେ ସ୍ୱାମୀ ଓ ତାଙ୍କର ତମାମ ସହଯୋଗୀ ସାମିଲ ହୋଇଥିଲେ । ମୁମ୍ବାଇରେ ହୋଇଥିଲା ଏହି ସେଲିବ୍ରେସନ । ବିଦ୍ୟାବାଲାନ ଏବେ ବି ଅନେକ ଫ୍ୟାନ ରହିଛନ୍ତି । ପରିଣିତି, ଦି ଡାର୍ଟି ପିକଚର, କାହାନୀ, ଇସ୍କିଆ ଓ ପା ଭଳି ଅନେକ ହିଟ ଫିଲ୍ମରେ ଅଭିନୟ କରିଛନ୍ତି ।