Only for Entertainment

୪୫ତମ ବିବାହ ବାର୍ଷିକୀରେ ପତ୍ନୀ ଜୟାଙ୍କ ସହିତ ରୋମାଂଟିକ ଫଟୋ ସେୟାର କଲେ ବିଗ ବି ।

bollywood tadka
0 45

ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ବିବାହକୁ ଆଜି ୪୫ ବର୍ଷ ପୂରିଯାଇଛି । ନିକଟରେ ଏହି ଖାସ ମୌକାରେ ବିଗ ବି ଜୟାଙ୍କ ସହିତ ଏକ ରୋମାଂଟିକ ଫଟୋ ସେୟାର କରିଛନ୍ତି ।

 


ଏହି ଫଟୋରେ ବିଗ ବି ଜୟାଙ୍କୁ ଗୋଲାପ ଫୁଲ ଦେଉଥିବାର ନଜର ଆସିଛନ୍ତି ।

ଫଟୋକୁ ଦେଖିବା ପରେ ଫ୍ୟାନ୍ସ ତାଙ୍କୁ ଶୁଭକାମନା ଦେଇଛନ୍ତି ।

ବିଗ ବି ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More