Only for Entertainment

ଗ୍ରାଜୁଏଟ ହେଲେ ବିଗ ବି’ଙ୍କ ନାତି, ଲାଇମଲାଇଟ ଠାରୁ ବହୁ ଦୂରରେ ।

bollywood tadka
45

ବଲିଉଡ ଆକ୍ଟର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦାଙ୍କୁ ଗ୍ରାଜୁଏସନ ଡିଗ୍ରୀ ମିଳିସାରିଛି । ସେ ଲଣ୍ଡନର ସେବନୋକ୍ସ ସ୍କୁଲରେ ପାଠ ପଢିଛନ୍ତି । ଏହି ଖାସ ସୁଯୋଗରେ ଶ୍ୱେତା ବଚ୍ଚନ ଏବଂ ନବ୍ୟା ନବେଲି ନନ୍ଦା ଅଗସ୍ତ୍ୟାଙ୍କ ସହିତ ନଜର ଆସିଛନ୍ତି । ମା ଶ୍ୱେତା ପୁଅର ଏହି ସଫଳତାର ମୁହୂର୍ତ୍ତକୁ ଫ୍ୟାନ୍ସ ମାନଙ୍କ ସହିତ ଶେୟାର କରିଛନ୍ତି ।

 


ଏହି ଫଟୋରେ ଅଗସ୍ତ୍ୟାଙ୍କ ସହିତ ନବ୍ୟା ନବେଲି ମଧ୍ୟ ନଜର ଆସିଛନ୍ତି । ଦୁଇ ଭାଇ ଭଉଣୀ ଖୁବ ଖୁସିଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟ ଏକ ଫଟୋରେ ଶ୍ୱେତା ପୁଅର କୋର୍ଟରେ ଧଳା ଫୁଲ ଲଗାଉ ଥିବାର ନଜର ଆସିଛନ୍ତି ।
ଭଣଜା ଅଗସ୍ତ୍ୟା ଗ୍ରାଜୁଏସନ ଶେଷ କରିବା ଖୁସିରେ ଅଭିଷେକ ଶୁଭେତ୍ସା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More