Only for Entertainment

ବିଗ ବି ଙ୍କ ଶରୀର ଅସୁସ୍ଥ ସୁଟିଂ ସେଟ ଛାଡି ଫେରିଲେ ମୁମ୍ବାଇ !

hindustan times
0 86

ଅଭିନେତା ଅମିତାଭ ବଚ୍ଚନଙ୍କ ଶରୀର ଅସୁସ୍ଥ । ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ର ସୁଟିଂ ଲାଗି ଆସିଥିଲେ ଯୋଧପୁର । ସେଠାରେ ତାଙ୍କ ଶରୀର ହୋଇଯାଇଛି ଅସୁସ୍ଥ । ତେଣୁ ସୁଟିଂ ଅଧାରୁ ଛାଡି ମୁମ୍ବାଇ ଫେରୁଛନ୍ତି ଅମିତାଭ । ଅସୁସ୍ଥ ଥିବା ସେ ତାଙ୍କ ବ୍ଲଗ ଜରିଆରେ ଜଣାଇଛନ୍ତି ।
amitabh-bachchan_031318115807


ବିଶେଷ ସୂତ୍ରରୁ ପ୍ରକାଶ ଯେ, ଆଗକୁ ବିଗ ବି ଙ୍କର ଦୁଇ ଦୁଇଟି ଫିଲ୍ମ ଆସୁଥିବା ବେଳେ ସେ ଗତ କିଛି ଦିନ ହେବ ସୁଟିଂ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ । ସେ ‘୧୦୨ନଟ ଆଉଟ’ ଫିଲ୍ମର ସୁଟିଂ ସମାପ୍ତ କରି ‘ଠଗ୍ସ ଅଫ ହିନ୍ଦୁସ୍ତାନ’ଫିଲ୍ମର ସୁଟିଂ ପାଇଁ ଯୋଧପୁର ଯାଇଥିଲେ । ସେଠାରେ ତାଙ୍କ ଶରୀର ଅସୁସ୍ଥ ହୋଇ ପଡିଛି । ତେରୁ ସୁଟିଂ ସେଟରୁ ମୁମ୍ବ୍ଧାଇକୁ ବର୍ତ୍ତମାନ ଫେରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More