Only for Entertainment

ବିଗ ବି ଫନି ଅନ୍ଦାଜରେ ଋଷିଙ୍କୁ ଶିଖାଇଲେ ପାଉଟ,ଦେଖନ୍ତୁ ଭିଡିଓ ।

bollywood tadka
0 39

ବଲିଉଡ ଅଭିନେତା ଅମିତାଭ ବଚ୍ଚନ ନିକଟରେ ଟ୍ୱିଟରରେ ଏକ ଫନି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ସହିତ ଋଷି କପୁର ମଧ୍ୟ ନଜର ଆସିଛନ୍ତି । ଏହି ଭିଡିଓରେ ବିଗ ବି ଋଷିଙ୍କୁ ପାଉଟ ଶିଖାଉଛନ୍ତି । ଏଥିରେ ଦୁଇଜଣ ଖୁବ ଫନି ଅନ୍ଦାଜରେ ନଜର ଆସିଛନ୍ତି ।

ଫିଲ୍ମ ‘୧୦୨ ନଟ ଆଉଟ’ ୪ ମଇ ୨୦୧୮ରେ ରିଲିଜ ହେବାକୁ ଯାଉଛି । ଯେଉଁଥିପାଇଁ ଦୁଇ ଜଣ ଖୁବ ପ୍ରମୋଶନରେ ଲାଗି ପଡ଼ିଛନ୍ତି । ଦୁଇ ଜଣ କରନ ଜୋହରଙ୍କୁ ପାଉଟ ଚ୍ୟାଲେଂଜ ଦେଇଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More