Only for Entertainment

ସାମ୍ନାକୁ ଆସିଲା ବିଗବସ ୧୩’ ଘରର ଭିଡ଼ିଓ, ଟେଲିକାଷ୍ଟ ପୂର୍ବରୁ ଦେଖନ୍ତୁ

aajtak
60

ବିଗବସ ୧୩ ଏବେ ଖୁବ ଚର୍ଚ୍ଚାରେ । କାରଣ ଏହା ଟେଲିକାଷ୍ଟ ଆରମ୍ଭ ହେବାମାତ୍ରେ ଟିଭି ସାମ୍ନାରେ ପରିବାର ସହିତ ଆପଣ ମଧ୍ୟ ବସିଯିବେ ଦେଖିବାପାଇଁ । ଘରର କେମେଷ୍ଟ୍ରି ସାଙ୍ଗକୁ ୱିକେଣ୍ଡରେ ସଲମାନଙ୍କ ହୋଷ୍ଟିଙ୍ଗର ତଡ଼କା ଖୁବ ରୋମାଂଚକର ହେବ । ତେବେ ଏହି ପ୍ରତିକ୍ଷୀତ ରିଆଲିଟି ଶୋ ଖୁବ କମ ଦିନରେ ଆରମ୍ଭ ହେବାକୁ ଯାଉଛି ।

 

ଗତକାଲି ଆମେ ଆପଣଙ୍କ ସହିତ ଏହି ଘରର କିଛି ଫଟୋ ଶେୟାର କରିଥିଲୁ । କିନ୍ତୁ ଆଜି ଆମେ ଏହି ଘରର ଭିଡ଼ିଓ ଶେୟାର କରୁଛୁ । ତେବେ ଶୋ ଆରମ୍ଭ ହେଲେ ଆପଣଙ୍କ ମନୋରଂଜନ ତ ହେବ କିନ୍ତୁ କଳି ଝଗଡ଼ା ମଧ୍ୟ ଦେଖିବାକୁ ମିଳିବ । ଅବଶ୍ୟ ପୂର୍ବରୁ ଆପଣ କମନ ଏବଂ ସେଲିବ୍ରେଟୀଙ୍କ ମଧ୍ୟରେ ମିଷ୍ଟ୍ରି ଦେଖୁଥିଲେ, ଏହିଥର କିନ୍ତୁ କେବଳ ସେଲିବେଟୀ । ତେବେ ଏହା କେତେ ରୋମାଂଚକର ହେବ ତାହା ଦେଖିବା ବାକି ରହିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More