Only for Entertainment

ବିଗବସ ଘରୁ ବାହାରିଲା ପରେ ଶ୍ରୀସନ୍ତ ବିଷୟରେ କିଛି ଏଭଳି କହିଲେ ନେହା !

53

ଗତକାଲି ବିଗବସ ହାଉସରୁ ନେହା ବାହାରି ଯାଇଛନ୍ତି । ଯାହାପରେ ଲଗାତାର ଟ୍ୱିଟରରେ ନେହାଙ୍କ ଫ୍ୟାନ୍ସ ରାଗ ଜାହିର କରିଛନ୍ତି । ନେହାଙ୍କର ଏତେ ଶୀଘ୍ର ବିଗବସ ହାଉସରୁ ବାହାରି ଯିବାକୁୁ ନେହାଙ୍କ ଫ୍ୟାନ୍ସ ବିଶ୍ୱାସ କରି ପାରୁନାହାନ୍ତି ।

ବିଗବସ୧୨ଘରୁ ବାହାରି ନେହା ଫେଣ୍ଡସେ ମିଡିଆ ସାମ୍ନାରେ ନିଜର ମନ କଥା ଜାହିର କରିଛନ୍ତି ଯେ କାହିଁକି ଏତେଶୀଘ୍ର ବାହାରକୁ ବାହାରିଲେ । ସାକ୍ଷାତାକରରେ ନେହା ଶ୍ରୀସନ୍ଥଙ୍କ ଉପର ମଧ୍ୟ ଚର୍ଚ୍ଚା କରିଛନ୍ତି ।

ଅସଲରେ ଯେତେବେଳେ ନେହାଙ୍କୁ ଶ୍ରୀଙ୍କ ସହ ହୋଇଥିବା ଝଗଡା ବିଷୟରେ ପଚରାଯାଇଥିଲା, ସେ ଉତ୍ତରରେ କହିଥିଲେ ଯେ ସେ ଶ୍ରୀସନ୍ଥଙ୍କୁ କିଛି ଖରାପ କହି ନଥିଲେ ମାତ୍ର ଶ୍ରୀସନ୍ଥ କାହାକୁ ଯଦି ଖଳନାୟକ ମାନି ନିଅନ୍ତି । ଶେଷ ଯାଏଁ ତାଙ୍କୁ ଖଳନାୟକ ହିଁ ମାନିଥାଆନ୍ତି । ମାତ୍ର ଯଦି କାହାକୁ ସେ ଭଲ ପାଆନ୍ତି ସେ ଯେତେ ଖରାପ ହେଲେ ମଧ୍ୟ ସେ ତାକୁ ଭଲ ପାଆନ୍ତି । ଏହାସହ ସେ ଏଭଳି ମଧ୍ୟ କହିଛନ୍ତି ଯେ ଶ୍ରୀ ଖୁବ ଜଜମେଂଟାଲ ହେବା ସହ ଇମୋସନାଲ ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More