Only for Entertainment

ପୁଣି ଏକାଠି ହେଲେ ବିଗବସ ପ୍ରତିଯୋଗୀ, ରୋଶମୀଙ୍କ ଘରକୁ ରୋଷେଇ ପାଇଁ ଗଲେ ଦୀପକ ଠାକୁର,ଦେଖନ୍ତୁ ଭିଡ଼ିଓ

aajtak
31

ବିଗବସ ସିଜନ ୧୨ ଶେଷ ହେବାର ଦୀର୍ଘ ସମୟ ବିତିଯାଇଛି, କିନ୍ତୁ ବିଗବସ ଘରେ ସୃଷ୍ଟି ହୋଇଥିବା ବନ୍ଧୁତା ଆଜି ମଧ୍ୟ ରହିଛି । ବିଗବସ ୧୨ର ପ୍ରତିଯୋଗୀ ପ୍ରାୟତଃ ପରସ୍ପରକୁ ସାକ୍ଷାତ କରୁଥିବାର ଭିଡ଼ିଓ ସାମ୍ନାକୁ ଆସିଥାଏ ।

 

View this post on Instagram

 

Aapko nhh pta @roshmibanik g,Hm Tankey se Chhihul gye wrna Masterchef show k judge hm hi the.?

A post shared by Deepak Thakur (@ideepakthakur) on

ଏବେ ନିକଟରେ ଦୀପକ ଠାକୁର ଏବଂ ରୋଶ୍ମୀ ବନିକଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଭିଡ଼ିଓ ଦେଖିବା ପରେ ଜଣାପଡ଼ିଛିଯେ ଦୀପକ ରୋଶ୍ମୀଙ୍କ ଘରକୁ ଯାଇଛନ୍ତି ଏବଂ ଦୁଇ ଜଣ ମିଶି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ସବୁଠାରୁ ମଜାଦାର କଥା ହେଉଛି ଦୀପକ ଭିଡ଼ିଓରେ କହୁଛନ୍ତି ସେ ରୋଶ୍ମୀଙ୍କ ପାଇଁ ଖାଦ୍ୟ ରୋଷେଇ କରିବା ପାଇଁ ତାଙ୍କ ଘରକୁ ଯାଇଛନ୍ତି । କିନ୍ତୁ ରୋଶ୍ମୀ ଏହାର ଓଲଟା କହୁଛନ୍ତି । ସେ କହୁଛନ୍ତିଯେ ଦୀପକ ମୋ ପାଇଁ ରୋଷେଇ କରିବାକୁ ଆସିଛି, କିନ୍ତୁ ମୁଁ ତା ପାଇଁ ରୋଷେଇ କରୁଛି । ଅବଶ୍ୟ ଭିଡ଼ିଓ ମଜାଦାର ହୋଇଛି ।

 

ଫ୍ୟାନ୍ସ ଏହି ଭିଡ଼ିଓକୁ ଖୁବ ପସନ୍ଦ କରୁଛନ୍ତି । ସବୁଠାରୁ ବେଶି ପସନ୍ଦ କରୁଛନ୍ତି ଦୁଇଜଣଙ୍କ ବଣ୍ଡିଂକୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More