Only for Entertainment

ବିଗ ବସ-୧୨ : କ୍ୟାପଟେନ୍ସି ପାଇଁ କାନ୍ଦିଲେ ଦୀପକ ଠାକୁର, ସବା-ସୋମୀଙ୍କ ସହିତ କଲେ ଝଗଡା ।

aajtak
28

ବିଗ ବସ-୧୨ରେ କ୍ୟାପଟେନ୍ସିକୁ ନେଇ ପୁଣିଥରେ ହଙ୍ଗାମା ଦେଖିବାକୁ ମିଳିଛି । ଯୋଡି ମାନଙ୍କ ମଧ୍ୟରେ କ୍ୟାପଟେନ୍ସିକୁ ନେଇ ସବା-ସୋମୀ ଏବଂ ଦୀପକ ଠାକୁରଙ୍କ ନାମ ସାମ୍ନାକୁ ଆସିଛି ।

କଲର୍ସରେ ଶୋର ନୂଆ ପ୍ରମୋ ଜାରି କରାଯାଇଛି ଯେଉଥିରେ ଦୀପକ ଠାକୁର ଏବଂ ସାବା-ସୋମୀଙ୍କ ମଧ୍ୟରେ କ୍ୟାପଟେନ୍ସିକୁ ନେଇ ଝଗଡା ଦେଖିବାକୁ ମିଳିଛି । ଯୋଡିମାନଙ୍କ ମଧ୍ୟରେ ଦୀପକ ଏବଂ ଉର୍ବଶୀ କ୍ୟାପଟେନ ହୁଅନ୍ତୁ ବୋଲି ସମସ୍ତେ ଚାହୁଁଛନ୍ତି । ଏହାକୁ ନେଇ ସବା-ସୋମୀ ରାଗି ଯାଆନ୍ତି ।


ପଠାନ ସିଷ୍ଟରଙ୍କ କହିବା ଅନୁସାରେ କ୍ୟାପଟେନ୍ସିର କଥା ଉଠିଲେ ତାଙ୍କୁ ସମସ୍ତେ ଅଲଗା କରିଦିଅନ୍ତି । ଏହାକୁ ନେଇ ଦୀପକ ଏବଂ ସାବା-ସୋମୀଙ୍କ ମଧ୍ୟରେ ଝଗଡା ଲାଗିଥାଏ । ଏହା ପରେ ଦୀପକ ରୋମିଲ, ସୁରଭି ଏବଂ ଉର୍ବଶୀଙ୍କ ମଧ୍ୟରେ କାନ୍ଦୁଥିôବାର ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More