Only for Entertainment

ସଲମାନ ଖାନଙ୍କ ଶୋ’ରେ ଏଂଟ୍ରି କରିବା ପୂର୍ବରୁ ଦେଖିବାକୁ ମିଳିଲା ଏହି କଳାକାରଙ୍କ ହଟ ଅନ୍ଦାଜ !

bollywoodlife
0 48

ସଲମାନ ଖାନଙ୍କ ବିବାଦୀୟ ଶୋ’ ବିଗବସର ନୂଆ ସୀଜନ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ । ସଲମାନ ଗତ କାଲି ଗୋଆକୁ ଯାତ୍ରା କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ସେ ଏଠାରେ ଶୋ’ ଲଂଚ କରିବେ । ଏହାସହ ଫ୍ୟାନ୍ସ ମାନଙ୍କ ହୃଦ ସ୍ପନ୍ଦନ ଜୋର ହେବାରେ ଲାଗିଛି ପ୍ରତିଯୋଗୀଙ୍କୁ ନେଇ । ଧୀରେ ଧୀରେ ଏଥିରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ନାଁ ସାମ୍ନାକୁ ଆସିଛି ।

ସେଥିମଧ୍ୟରୁ ଜଣେ ଅଟନ୍ତି ସ୍କାରଲେଟ ରୋଜ । ସ୍କାରଲେଟ ଏମଟିଭି ଚ୍ୟାନେଲର ସ୍ପ୍ଲିଟ୍ସଭିଲାରେ ଭାଗ ନେଇଥିଲେ ଏହାସହ ସେ ଜଣେ ସୁପରିଚିତ ମଡେଲ ମଧ୍ୟ ଅଟନ୍ତି । ସ୍କାରଲେଟଙ୍କୁ ଏହି ସିଜନ ପାଇଁ ବଛାଯାଇ ସାରିଛି । ଯଦି ସତ, ତେବେ ଖୁବ ଶୀଘ୍ର ଏହା ଜଣା ପଡିଯିବ । କିଛି ଏଭଳି ଫଟୋ ରହିଛି ଯାହା ଆଗାମୀ ଦିନରେ ଅନୁମାନ ଲଗାଯାଇ ପାରେ ଯେ ବିଗବସରେ ଧମାଲ ମଚାଇ ପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More