Only for Entertainment

ବିଗବସ୧୨: ଘରୁ ବାହାରି ଜମେଇକି ପାର୍ଟି କରୁଛନ୍ତି ଅନୁପ ଜଲୋଟା, ସାଙ୍ଗରେ ନଜର ଆସିଲେ ଶିବାଶିଷ ମିଶ୍ରା !

21

ସଲମାନ ଖାନଙ୍କ ପ୍ରସିଦ୍ଧ ଶୋ’ ବିଗବସ୧୨ ଶେଷ ପର୍ଯ୍ୟାୟ ଆଉ କିଛି ଦିନରେ ଶେଷ ହୋଇଯିବ । ହାରାହାରି ୨୦ଦିନ ପରେ ଫାଇନାଲ ସିଜନ ହେବାକୁ ଯାଉଛି ଏବଂ ଏବେ ପର୍ଯ୍ୟନ୍ତ ଅନେକ ସଦସ୍ୟ ଘରୁ ବାହାରି ସାରିଲେଣି । ଏବେ ଆପଣ ଭାବୁଥିବେ ସମସ୍ତ ପ୍ରତିଯୋଗୀ ପୁଣି ଥରେ ଫାଇନାଲରେ ବୋଧ ହୁଏ ଦେଖାହେବେ । ମାତ୍ର ଏହି ଏଲିମିନେଟ ପ୍ରତିଯୋଗୀ ଏବେ ଠାରୁ ହିଁ ମିଶି ରିିୟୁନିୟନ ପାର୍ଟି କରିବା ଆରମ୍ଭ କରି ଦେଲେଣି ।


ଅସଲରେ ବିଗତ ସପ୍ତାହରେ ନିଷ୍କାସିତ ହୋଇଥିବା ପ୍ରତିଯୋଗୀ ଶିବାଶିଷ ଏବଂ ରୋଶମୀ ବନିକ ଅନୁପ ଜଲୋଟାଙ୍କ ଦେଖା କରିବାକୁ ତାଙ୍କ ଘରେ ପହଂଚିଥିଲେ । ଏହି ଜରିଆରେ ନିଆଯାଇଥିବା ଅନେକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More