Only for Entertainment

ବିଗବସ୧୨: ମେଘା ଧାଡେ ରାହୁଲ ଉପରେ ଲଗାଇଲେ କହୁଣୀ ମାରିବା, ଭିଡିଓରେ ସତ ଆସିଲା ସାମ୍ନାକୁ !

khabar ndtv
31

ବିଗବସ୧୨’ରେ କଥା ଯଦି ଆସେ କ୍ୟାପଟେନ ହେବାର ତେବେ ଘର ସଦସ୍ୟ ନିଜ ସଂଜତ ହରାଇ ଦେଇଥାଆନ୍ତି । ଏଭଳି କିଛି ଘଟିଛି ବିଗବସ୧୨ର ଗତକାଲି ଏପିସୋଡରେ । ଏପିସୋଡରେ ମେଘା ଧାଡେ ଏବଂ ଜସଲୀନ ମଥାରୁ ଟାସ୍କ କରିବା ସମୟରେ ଦୀପକ ଠାକୁର ଏବଂ ରୋହିତ ସୁଚାନ୍ତି ସହ ମୁକାବିଲା ହୋଇଥିଲା । ମାତ୍ର ବିଗବସ୧୨’ ଏପିସୋଡରେ ରୋହିତ ଖୁବ ଆକ୍ରମଣକାରୀ ଭଳି ବ୍ୟବହାର କରିଥିଲେ । ଏହି କାରଣରୁ ସଂଚାଳକ ସୃଷ୍ଟି ରୋଡେଙ୍କୁ ମେଘା ଅଭିଯୋଗ କରିଥିଲେ । ମାତ୍ର ସୃଷ୍ଟି ରୋଡେ ଏହା ଶୁଣି ନଥିଲେ ।

 

View this post on Instagram

 

Found This on Twitter ( No Hard Feelings for Anyone)

A post shared by Bigg Boss 12 ? (@biggboss_khabri) on


ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମେଘା ରୋହିତଙ୍କ ଉପରେ ଲଗାଇଥିବା ଆରୋପକୁ ପ୍ରମାଣ କରାଯାଇଛି । ବିଗବସର ଫ୍ୟାନ ପେଜରେ ଏହି ଭିଡିଓକୁ ଶ୍ଲୋ ମୋଶନ କରି ଶେୟାର କରାଯାଇଛି । ତେବେ ଏହି ଭିଡିଓ ପରିଣାମ ୱିକେଣ୍ଡ କେ ୱାରରେ କଣ ହେଉଛି , ତାହା କେବଳ ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More