Only for Entertainment

ବିଗବସ୧୨ ଘରେ ଶ୍ରୀଶାନ୍ତଙ୍କୁ ମିଳିଲା ତୋପ ସଲାମୀ, ରାଗିଗଲେ ଫ୍ୟାନ୍ସ !

bollywoodlife
0 48

ବିବାଦୀୟ ଶୋ’ ବିଗବସ୧୨ର ‘ୱିକେଣ୍ଡ କା ବାର’ଖୁବ ମଜାଦାର ରହିଥିଲା । ବରୁଣ ଧୱନ ନିଜ ଫିଲ୍ମର ପ୍ରମୋଶନ ପାଇଁ ଆସିଥିଲେ ଏବଂ ଘର ଲୋକଙ୍କ ସହ ମସ୍ତି ମଧ୍ୟ କରିଥିଲେ । ମାତ୍ର ସେ ଦେଇଥିବା ଟାସ୍କକୁ ନେଇ କିଛି ମାତ୍ରାରେ ପରିବେଶ ଅଶାନ୍ତ ନଜର ଆସିଥିଲା । ଶେଷରେ ସାଧାରଣ ଲୋକଙ୍କର ବିଜୟ ହୋଇଥିଲା । ଏହାପରେ ସେଲିବ୍ରିଟି ଗୃପ ହାରିବା କାରଣରୁ ଜଣଙ୍କୁ ଦୋଷୀ ସ୍ୱୀକାର କରିବାକୁ ପଡିଥିଲା । ଏହିକାରଣରୁ ଶ୍ରୀଶନ୍ତ ୩ଜଣ ଝିଅଙ୍କୁ ବଂଚାଇବାକୁ ଯାଇ ତୋପ କି ସଲାମୀ ନେବାକୁ ସ୍ୱୀକାର କରିଥିଲେ ।

ମାତ୍ର ଏହି ‘ତୋପ କି ସଲାମୀ’ ପରେ ଘର ବାହାରେ ଥିବା ତାଙ୍କ ଫ୍ୟାନ୍ସ ଖୁବ ଭଡକି ଯାଇଥିବାର ନଜର ଆସିଛନ୍ତି । ସେମାନେ ତାଙ୍କ ପ୍ରତିକ୍ରିୟା ରଖିବାକୁ ଯାଇ ଅନେକ ଟ୍ୱିଟ କରିଛନ୍ତି । ଅନେକ ଲୋକଙ୍କ ତାଙ୍କର ଏଭଳି ସାହସିକତାକୁ ପ୍ରଶଂସା ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More