Only for Entertainment

ଝିଅକୁ କ୍ରିକେଟ ଶିଖାଉଛନ୍ତି ଶ୍ରୀସନ୍ଥ, ଫ୍ୟାନ୍ସ ଯାହା କହିଲେ ଆପଣ ମଧ୍ୟ ପଢନ୍ତୁ ।

aajtak
27

ବିଗବସ ୧୨ର ରନର୍ସଅପ ଶ୍ରୀସନ୍ଥ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ସେହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡ଼ିଓରେ ଶ୍ରୀସନ୍ଥଙ୍କ ଝିଅ ସନବିକା କ୍ରିକେଟ ଖେଳୁଥିବାର ନଜର ଆସିଛନ୍ତି । ଭିଡ଼ିଓ ଶେୟାର କରି ଶ୍ରୀସନ୍ଥ ଲେଖିଛନ୍ତି ।That’s saanvika‘s first cricket practice Session.. #thankful #moment #godsgrace #cricket #obsession #angel.

 

 

View this post on Instagram

 

That’s @sreesaanvikaofficial ‘s first cricket practice Session.. #thankful #moment #godsgrace #cricket #obsession #angel

A post shared by Sree Santh (@sreesanthnair36) on


କ୍ରିକେଟ ଖେଳୁଥିବା ସମୟରେ ସାନବିକା ଖୁବ କ୍ୟୁଟ ଲାଗୁଛନ୍ତି । ଏହା ସହିତ ସାନବିକା ଖୁବ ଭଲ ସଟ ମାରୁଥିବାର ମଧ୍ୟ ନଜର ଆସିଛନ୍ତି । ଭିଡ଼ିଓକୁ ଖୁବ ପସନ୍ଦ କରାଯାଉଛି । ଜଣେ ଫ୍ୟାନ ଲେଖିଛନ୍ତି, ସାନବିକା ଦିନେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ହେବ । କହିରଖୁଛୁଯେ ଶ୍ରୀସନ୍ଥଙ୍କ ସହିତ ତାଙ୍କ ଝିଅର ଖୁବ ଭଲ କେମେଷ୍ଟ୍ରି ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More