Only for Entertainment

ଏକାସହ ୯ଜଣ ପ୍ରତିଯୋଗୀଙ୍କ ନାଁ ଆସିଲା ନୋମିନେସନ ଲିଷ୍ଟରେ, ଦୀପକ ଠାକୁର ବଦଳାଇ ଦେଲେ ପୂରା ଖେଳ !

24

ବିଗବସ୧୨’ଆରମ୍ଭ ହେବା ୬ସପ୍ତାହ ହୋଇଗଲାଣି । ଗତ ରାତିରେ ସଲମାନ ଖାନ ଡବଲ ଇଭିକ୍ସନ ଘୋଷଣା କରି ଘର ଲୋକଙ୍କୁ ଚମକାଇ ଦେଇଥିଲେ । ଘରୁ ଅନୁପ ଜଲୋଟାଙ୍କ ସହ ଖାନ ସିଷ୍ଟର ମଧ୍ୟରୁ ସବା ଏଲିମିନେଟ ହୋଇଥିଲେ । ଖେଳକୁ ମଜାଦାର ବନାଇବା ଲାଗି ବିଗବସ ଶତ ଚେଷ୍ଟା କଲେ ମଧ୍ୟ ଟିଆରପି ଲିଷ୍ଟରେ ଖୁବ ପଛରେ ରହିଛି ଏହି ଶୋ’ ।
ଅସଲରେ ଚଳିତ ସପ୍ତାହରେ ନୋମିନେଶନ ପ୍ରକ୍ରିୟାରେ ବିଗବସ କହିବେ ଆଜି ସେହି ସଦସ୍ୟଙ୍କ ନାଁ ନେବାକୁ ଯେଉଁମାନଙ୍କୁ ସେ ଘରୁ କାଢିବା ପାଇଁ ଚାହୁଁ ନାହାନ୍ତି । ଏହି ପ୍ରକ୍ରିୟାରେ ଘର ଲୋକଙ୍କ ନିଜର ଖାସ ଲୋକଙ୍କ ନାଁ ନେବେ ।
ଯଦି ଆପଣ ଭାବୁଛନ୍ତି ଯେଉଁମାନଙ୍କ ନାଁ ନିଆ ଯାଇଛି ସେମାନେ ସୁରକ୍ଷିତ ଅଛନ୍ତି , ତେବେ ଆପଣ ଭୂଲ ବୁଝୁଛନ୍ତି । ଆଜିର ଏପିସୋଡରେ ନୋମିନେଟ ହେବେ –

ଶ୍ରୀଶାନ୍ତ
ମେଘା
ଦୀପିକା
ଜସଲିନ
ରୋହିତ
ଉର୍ବସୀ
ସ୍ରିଷ୍ଟି
ଶିବାଶୀଷ
କରନବୀର
ତେବେ ମଜାଦାର ବିଷୟ ହେଉଛି , ଏଥର ଇଭିକ୍ସନରେ କିଏ ଘରୁ ବାହାରୁକୁ ଯାଉଛି ତାହା ଦେଖିବା ଖୁବ ରୋମାଂଚକର ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More