Only for Entertainment

ଏଭଳି ରହିବ ବିଗବସ ଘରର ଭିତର ଦୃଶ୍ୟ, ସାମ୍ନାକୁ ଆସିଲା ଭିଡିଓ !

0 41

ସଲମାନ ଖାନଙ୍କ ଟିଭି ରିଆଲିଟି ଶୋ’ ବିଗବସ୧୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି ଏବଂ ଏହି ଶୋ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢୁଥିବାର ଦେଖିବାକୁ ମିଳିଛି । ଏବେ ଘରର ଭିଡିଓ ଇଂଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଘର ଭିତର ସେଟ ଦେଖିବାକୁ ମିଳିଛି । ଏଠାରେ ଆମେ ମନେ ପକାଇ ଦେଉଛି ଯେ ସଲମାନ ଏହି ଶୋ’ ପାଇଁ ଗୋଆରେ ଏକ ଇଭେଂଟ ହୋଷ୍ଟ କରିଥିଲେ । ଏଥର ଶୋ’ର ଥିମ ସମୁଦ୍ର ଭଳି ରହିଛି । ଦେଖନ୍ତୁ ଭିଡିଓ –

ଏଥର ଶୋ’ରେ ପ୍ରଥମ ଯୋଡି ହେବେ କମେଡିଆନ ଭାରତୀ ଏବଂ ହର୍ଷ ଲିମ୍ବୋଚିଆ । ଏହି ଦୁହେଁ ଘରର ପ୍ରଥମ ସଦସ୍ୟ ହେବାକୁ ଯାଉଛନ୍ତି । ଏଥର ଶୋ’ର କନସେପ୍ଟ ବିଚିତ୍ର ଯୋଡିକୁ ନେଇ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More