Only for Entertainment

ସିଦ୍ଧାର୍ଥ ଦେ ଘରୁ ବାହାରିବା ପରେ ଖୁସି ହେଲେ ବିଗବସର ଏହି ପୂର୍ବ ପ୍ରତିଯୋଗୀ

aajtak
16

ଗତ ଦୀପାବଳି ଉପଲକ୍ଷେ କୌଣସି ସେଲିବ୍ରେଟୀ ବା ପ୍ରତିଯୋଗୀଙ୍କୁ ଘରୁ ବାହାର କରାଯାଇନଥିଲା । କିନ୍ତୁ ପର୍ବ ସରିବା ମାତ୍ରେ ରାତି ଅଧରେ ସମସ୍ତଙ୍କୁ ଝଟ୍କା ଦେଲେ ବିଗବସ । ହଠାତ ଏଲିମିନେସନ କଥା କହି ସମସ୍ତଙ୍କୁ ଡରାଇଦେଲେ ଏବଂ ଏଲିମିନେଟେଡ ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରିଦେଲେ । ଏହି ଥର ଘରୁ ବାହାରିଲେ ଲେଖକ ସିଦ୍ଧାର୍ଥ ଦେ । କିନ୍ତୁ ସିଦ୍ଧାର୍ଥ ଘରୁ ବାହାରିବା ପରେ ଖୁସି ହୋଇ ଯାଇଛନ୍ତି ବିଗବସର ଏକ୍ସ ପ୍ରତିଯୋଗୀ ଦଲଜିତ କୌର ।

 


ଆଜ୍ଞା ହଁ ଶୋ’ରେ ଥିବା ସମୟରେ ସିଦ୍ଧାର୍ଥ ଦେ ଦଲଜିତଙ୍କୁ ନାଗିନ ଏବଂ ଡାହାଣୀ ବୋଲି କହିଥିଲେ । ଯାହା ଦଲଜିତଙ୍କୁ ଖୁବ କଷ୍ଟ ଦେଇଥିଲା । ଏବେ ସିଦ୍ଧାର୍ଥ ଘରୁ ବାହାରିଯିବା ପରେ ଦଲଜିତ ଖୁବ ଖୁସି ହୋଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More