Only for Entertainment

ପ୍ରଥମ ଥର ସୁପରଷ୍ଟାରଙ୍କ ଏଭଳି ବେଲି ଡ୍ୟାନ୍ସ ଆପଣ ଆଗରୁ ଦେଖି ନଥିବେ ।

instagram
0 144

ବିଗବସ ୯ର ସୁପରଷ୍ଟାର ନୋରା ଫତେହି ବର୍ତ୍ତମାନ ତାଙ୍କ ଡାନ୍ସକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଦିଲବର ଦିଲବର ପରେ ନୋରାଙ୍କ ଏହି ଭିଡିଔ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ସେ ସେକ୍ସି ବେଲି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହା ଆମେ ସ୍ପଷ୍ଟ ଜାଣିନାହୁଁ ଯେ ଏହି ଭିଡିଓ କେବେ ର, ମାତ୍ର ଭିଡିଓ ଦୃତମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ନୋରା ବାହୁବଲୀରେ ନିଜ ଆଇଟମ ସଙ୍ଗରେ ଡ୍ୟାନ୍ସ କରି ଖୁବ ଲୋକପ୍ରିୟତା ହାସଲ କରିଥିଲେ । କିନ୍ତୁ ଏହାପରେ ନୋରା ସୋସିଆଲ ମିଡିଆରେ ନିଜ ଡ୍ୟାନ୍ସ ଏବଂ ଫଟୋକୁ ନେଇ ପ୍ରଶଂସା ସାଉଂଟୁଛନ୍ତି ।

ଶୁଣିବାକୁ ମିଳୁଛି ଯେ ଏହି ଭିଡିଓ ବେଙ୍ଗେଲୁରୁର ଏକ ପବ୍ଲିକ ଇଭେଂଟର । ବିନା କୌଣସି ପ୍ରସ୍ତୁତିରେ ନୋରା ଏହି ଇଭେଂଟରେ ଡ୍ୟାନ୍ସ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More