Only for Entertainment

ସଲମାନ ଖାନଙ୍କ ସହିତ ବିଗବସରେ କପିଲ ଶର୍ମାଙ୍କ ଏଂଟ୍ରି,ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ ହେବା ଭଳି ଖବର ।

dailyhunt
0 59

ବିଗବସ ୧୨କୁ ନେଇ ବିଭିନ୍ନ ପ୍ରକାରର ଖବର ଶୁଣିବାକୁ ମିଳୁଛି । ନିକଟରେ ଏହି ଖବର ଆସିଥିଲାଯେ ଶୋ’କୁ ସମସ୍ତ ପ୍ରତିଯୋଗୀ ନିଜ ଯୋଡ଼ିକୁ ନେଇ ଆସିପାରନ୍ତି ।

ବିଗବସରେ ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି ଖବର ହେଉଛିଯେ ଏହିଥର କପିଲ ଶର୍ମା ପ୍ରବେଶ କରିବେ । ଏହା ସତ ନା ଉଡ଼ା ଖବର ତାହା ଆଗାମୀ ଦିନରେ ଜଣାପଡ଼ିବ ।

ମିଡିଆ ରିପୋର୍ଟ ଅନୁସାରେ କପିଲ ଶର୍ମାଙ୍କ ପୁରୁଣା ଇମେଜକୁ ଠିକ କରିବା ପାଇଁ ତାଙ୍କୁ ବିଗବସ ଆସିବା ନିହାତି ଜରୁରୀ । ତେବେ ସେ ତାଙ୍କ ଶୋ’କୁ ବନ୍ଦ କରି ଡିପ୍ରେଶନର ଚିକିତ୍ସା କରୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ ସେ ପୁଣିଥରେ କମେଡ଼ିକୁ ଫେରିବେ ।

ଏହା ପୂର୍ବରୁ ଅନେରୀ ଭଜାନୀ ଏବଂ ନିଆ ଶର୍ମାଙ୍କୁ ନେଇ ଖବର ଆସୁଥିଲାଯେ ସେମାନେ ବିଗବସରେ ନଜର ଆସିବେ । କିନ୍ତୁ ଏହା ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ଅଭିନେତ୍ରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More