Only for Entertainment

ଇଂଟରନ୍ୟାସନାଲ ଡ୍ୟାନ୍ସ ଡେ’ପାଇଁ ଦେଖିବାକୁ ମିଳିଲା ବିଗବସ ପ୍ରତିଯୋଗୀଙ୍କ ଡ୍ୟାନ୍ସ, ଦେଖନ୍ତୁ ।

khabarndtv
0 53

ରିଆଲିଟି ସୋ’ ବିଗବସ ସିଜନ୧୦ରେ ନିଜ ଅନ୍ଦାଜରେ ଘାଇଲା କରିଥିବା ଲୋପାମୁଦ୍ରା ରାଉତ ପୂର୍ବ ବର୍ଷ ଅନେକ ସମୟ ହେବ ଲାଇମ ଲାଇଟରୁ ଦୂରରେ ଅଛନ୍ତି । ମାତ୍ର ସେ ତାଙ୍କ ଫ୍ୟାନ୍ସ ମାନଙ୍କ ସହ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥାଆନ୍ତି ।

୨ଦିନ ପୂର୍ବେ ଇଂଟରନ୍ୟାସନାଲ ଡ୍ୟାନ୍ସ ଡେ ଉପଲକ୍ଷେ ଲୋପା ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଇନଷ୍ଟାରେ ସେୟାର କରିଛନ୍ତି । ସେହି ଭିଡିଓରେ ଲୋପାଙ୍କୁ ସୋନୁ କି ଟିଟୁ କି ସ୍ୱିଟି ଫିଲ୍ମର ବମ ଡିଗି ଡିଗି ବମ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । କେବଳ ଲୋପା ଏକା ନୁହଁନ୍ତି ସେହି ଗୀତରେ ତାଙ୍କ ସହ ନଜର ଆସିଛନ୍ତି କୋରିଓଗ୍ରାଫର ଅଦିଲ ଖାନ । ଲୋପାଙ୍କର ଏହି ଭିଡିଓ ୨ଦିନରେ ୩ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଲାଣି । ଦେଖନ୍ତୁ ଏହି ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More