Only for Entertainment

ସୋମି କହିଲେ କିଏ ହେବ ବିଗବସ ୧୨ର ବିଜେତା ।

aajtak
15

ଗତକାଲି ଏପିସୋଡରେ ବିଗବସ ୧୨ରୁ ସୋମି ଖାନ ବାହାରି ସାରିଛନ୍ତି । ବାହାରକୁ ଆସିବା ପରେ ସେ ଆଜ ତକକୁ ଏକ ଇଂଟରଭ୍ୟୁ ଦେଇଛନ୍ତି । ଇଂଟରଭ୍ୟୁରେ ସୋମି ଏକ କଥାର ଖୁଲାସା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କିଏ ହେବ ବିଗ ବସ ୧୨ର ବିଜେତା ।ଆଜ୍ଞା ହଁ ସୋମି ଇଂଟରଭ୍ୟୁରେ କହିଛନ୍ତିଯେ ଦୀପକ ଠାକୁର ଘରର ବିଜେତା ହେବେ । କାରଣ ଦୀପକ ଖୁବ ଏଂଟରଟେନିଂ ଏବଂ ଫୋକସ୍ଡ । ଖୁବ ଉତ୍ସାହର ସହିତ ଖେଳନ୍ତି । ଘରେ ସବୁଠାରୁ ଭଲ ଟାସ୍କ ଦୀପକ କରନ୍ତି । ଗୀତ ଗାଇ ଲୋକଙ୍କ ଏଂଟରଟେନମେଂଟ କରନ୍ତି । ଦୀପକଙ୍କର ଖୁବ ଭଲ ରୋଲ ରହିଛି ବିଗବସ ୧୨ରେ,ତେଣୁ ସେ ଘରର ବିଜେତା ହୋଇପାରନ୍ତି ।

ତେବେ ବାହାରକୁ ଆସିବା ପରେ ସୋମି ସମସ୍ତଙ୍କ ବିଷୟରେ ନିଜ ମତ ରଖିଛନ୍ତି । ତେବେ କମନର୍ସଙ୍କ ମଧ୍ୟରେ କେହି ବିଜେତା ବା ବିଜୟିନୀ ହୁଅନ୍ତୁ ତାଙ୍କର ଇଛା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More