Only for Entertainment

ବିଜୟ ମାଲ୍ୟାଙ୍କ ଘୋଟାଲା ଉପରେ ନିର୍ମାଣ ହେବ ଫିଲ୍ମ,ମୁଖ୍ୟ ଚରିତ୍ରରେ ଗୋବିନ୍ଦା ।

aajtak
0 58

ଫ୍ରାଇଡେ ରିଲିଜ ପରେ ଗୋବିନ୍ଦା ଫିଲ୍ମ ‘ରଙ୍ଗୀଲା ରାଜା’ରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ପହଲାଜ ନିହଲାନୀଙ୍କ କହିବା ଅନୁସାରେ ‘ଗୋବିନ୍ଦା’ଙ୍କୁ ରଙ୍ଗୀଲା ରାଜାରେ ଏଭଳି ଚରିତ୍ର ଦିଆଯାଇଛି ଯିଏ ଭାରତରୁ ପଳାୟନ କରିଥିବା ବିଜୟ ମାଲ୍ୟାର ଅନ୍ତଃରାଷ୍ଟୀୟ ଘୋଟାଲାରେ ପ୍ରେରିତ ।

ଗୋବିନ୍ଦା ଏକ ଶାନ୍ତ,ଶିଷ୍ଟ ଏବଂ ମହିଳାଙ୍କ ମଧ୍ୟରେ ରୁହୁଥିବା ବ୍ୟକ୍ତି ଚରିତ୍ରରେ ନଜର ଆସିବେ । ତାଙ୍କର ପୂରା କାରବାର ମାଲ୍ୟାଠାରୁ ପ୍ରେରିତ । ଫିଲ୍ମ ଉପରେ ଖୁବ ଜୋରରେ କାମ ଚାଲୁଛି । ଗତ ସପ୍ତାହରେ ଗୋବିନ୍ଦାଙ୍କର ଏକ ଗୀତ ସଂପୂର୍ଣ୍ଣ ହୋଇଛି ।

୩୫ ବର୍ଷ ପରେ ନିହଲନୀଙ୍କ ସହିତ କାମ କରୁଛନ୍ତି ଗୋବିନ୍ଦା । ପହଲାଜଙ୍କ କହିବା ଅନୁସାରେ ଚରିତ୍ର ସଂପୂର୍ଣ୍ଣ ଭାବରେ ମାଲ୍ୟାର କିଙ୍ଗଫିସର କ୍ୟାଲେଣ୍ଡରରୁ ପ୍ରେରିତ । ତେବେ ସେ ଗୋବିନ୍ଦାଙ୍କ ଚରିତ୍ରକୁ ନେଇ ସଂପୁର୍ଣ୍ଣ ତଥ୍ୟ ଦେଇନାହାଁନ୍ତି ତଥାପି ଗୋବିନ୍ଦା ସବୁଠାରୁ ବଡ଼ ଘୋଟାଲାକାରୀ ଚରିତ୍ରରେ ଅଭିନୟ କରୁଥିବା ସେ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More