Only for Entertainment

ରିଲିଜ ହେଲା ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଏବଂ ଅଭିନେତା ବିକ୍କି କୌଶଲଙ୍କ ରୋମାଂଟିକ ସଙ୍ଗ ‘ପଛତାଓଗେ’ !

31

ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଏବଂ ଅଭିନେତା ବିକ୍କି କୌଶଲଙ୍କ ଅପକମିଂ ରୋମାଂଟିକ ସଙ୍ଗ ‘ପଛତାଓଗେ’ର ଗୀତ ରିଲିଜ ହୋଇଛି । ଗୀତରେ ନୋରା ଫତେହି ଏବଂ ବିକ୍କି କୌଶଲଙ୍କ ରୋମାଂଟିକ ଅନ୍ଦାଜ ସହ ଅଭିନେତ୍ରୀଙ୍କ ଡାନ୍ସ ତଡକା ମଧ୍ୟ ସାମିଲ ରହିଛି । ପ୍ରଥମ ଥର ବିକ୍କି ଏବଂ ନୋରା ଫତେହି ଏକାସହ ନଜର ଆସିଛନ୍ତି ।

ଏହାପୂର୍ବରୁ ନା ସେ କୌଣସି ଫିଲ୍ମରେ କାମ କରିଥିଲେ, ନା’ ହି କୌଣସି ଆଲବମରେ ଦେଖା ଦେଇଛନ୍ତି । ‘ପଛତାଓଗେ’ ଟିଜର ପୂର୍ବରୁ ଏହାର ପୋଷ୍ଟର ଖୁବ ଚର୍ଚ୍ଚାରେ ରହିଥିଲା ।

ଗୀତରେ ବିକ୍କି ଏବଂ ନୋରା ରୋମାଂଟିକ ଅନ୍ଦାଜରେ ନଜର ଆସିଛନ୍ତି ।  ଏଠାରେ ଆମେ କହି ରଖୁଛୁ ଯେ ନୋରା ନିକଟରେ ସାକି ସାକି ଗୀତରେ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ । ଏହାବ୍ୟତୀତ ସେ ଷ୍ଟ୍ରିଟ ଡାନ୍ସର’ରେ ମଧ୍ୟ ସେ ନଜର ଆସିବେ । ସେହିଭଳି ବିକ୍କି କୌଶଲଙ୍କ ବିଷୟରେ କହିବାକୁ ଗଲେ ସେ ‘ଟିକେଟ ଟୁ ବଲିଉଡ’ ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More