Only for Entertainment

ହିମା ଦାସଙ୍କ ଉପରେ ସିନେମା ପ୍ରସ୍ତୁତ ହେଉ ବୋଲି କହିଲେ ଅକ୍ଷୟ !

Sportskeeda
0 34

ଭାରତର ନୂଆ ଗୋଲ୍ଡେନ୍ ଗର୍ଲ ଭାବେ ପରିଚିତ ଆଥଲେଟ ହିମା ଦାସ । କେବଳ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି ତାହା ନୁହେଁ, ବରଂ ବଲିଉଡ ସେଲିବ୍ରିଟିଙ୍କ ଗହଣରେ ବି ହୋଇ ପାରିଛନ୍ତି ପପୁଲାର । ଅଣ୍ଡର୍ – ଟ୍ୱେଂଟି ୱର୍ଲ୍ଡ ଚ୍ୟାମ୍ପିଅନସିପରେ ଗୋଲ୍ଡ ମେଡାଲ ହାସଲ କରିଥିବା ହିମା ଦାସଙ୍କ ଜୀବନୀକୁ ନେଇ ସିନେମା ପ୍ରସ୍ତୁତ କରିବାର ଇଚ୍ଛା ରଖିଛନ୍ତି ଅଭିନେତା ଅକ୍ଷୟ କୁମାର ।

ଆଥେଲେଟିକ୍ସ୍ରେ ପ୍ରଥମ ଥର ପାଇଁ ଭାରତକୁ ଗୋଲ୍ଡ ଆଣିଥିବା ହିମା ଦାସଙ୍କ ଉପରେ ସିନେମା ପ୍ରସ୍ତୁତ ହେବା ଉଚିତ ବୋଲି ଅକ୍ଷୟ ନିଜର ଏକ ଇଂଟରଭ୍ୟୁରେ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More