Only for Entertainment

ମ୍ୟାଚ ପରେ ଅନୁଷ୍କାଙ୍କୁ ପାଗଳ ଭଳି ଖୋଜୁଥିଲେ ବିରାଟ,ଭିଡିଓ ଭାଇରାଲ ।

aajtak
0 62

ବାଙ୍ଗାଲୁରରେ ଗତକାଲି ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୁର ଏବଂ କିଙ୍ଗସ ଇଲେବନ ପଂଜାବ ମଧ୍ୟରେ ଆଇପିଏଲ ମ୍ୟାଚ ଖେଳା ଯାଉଥିଲା । ଏହାକୁ ଦେଖିବା ପାଇଁ ବଲିଉଡ ଦିବା ଅନୁଷ୍କା ଶର୍ମା ପହଂଚିଥିଲେ । ସେ ଟିମ ଏବଂ ତାଙ୍କ ପତିଙ୍କୁ ଚିୟର କରିବା ପାଇଁ ଯାଇଥିଲେ ।

ବାସ୍ତବରେ ମ୍ୟାଚ ପରେ ବିରାଟ କୋହଲି ଅନୁଷ୍କାଙ୍କୁ ଖୋଜିବାକୁ ଲାଗିଲେ । ଫୋନରେ ତାଙ୍କ ସହିତ କଥା ମଧ୍ୟ ହେଲେ । କାନ୍ଥର ଅନ୍ୟ ପାଶ୍ୱର୍ରେ ସେ ଅନୁଷ୍କାଙ୍କୁ ଦେଖିବାକୁ ପାଇଲେ । କିନ୍ତୁ କେବଳ ଦୂରରେ ଥାଇ ଦେଖିଲେ । ଏହି ମଜାଦାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More