Only for Entertainment

ବିରାଟ ସେୟାର କଲେ ଅନୁଷ୍କାଙ୍କ ଫଟୋ । ତାରିଫରେ ଯାହା ଲେଖିଲେ ଆପଣ ମଧ୍ୟ ପଢିବା ଉଚିତ ।

aajtak
0 67

ବିରାଟ କୋହଲି ସୋସିଆଲ ମିଡିଆ ଆକାଉଂଟରେ ପତ୍ନୀ ଅନୁଷ୍କାଙ୍କର ଏକ ଫଟୋ ସେୟାର କରିଛନ୍ତି । ତେବେ ଶୁକ୍ରବାରକୁ ସେୟାର କରିଥିବା ଏହି ଫଟୋରେ ସେ ଏକ କ୍ୟାପ୍ସନ ଦେଇଛନ୍ତି । ସେ ଲେଖିଥିଲେଯେ ‘ଷ୍ଟନର,ମେରୀ ଜିନ୍ଦେଗୀ କା ପ୍ୟାର’ ।

 

Such a stunner, Love of my life! ♥? @anushkasharma

A post shared by Virat Kohli (@virat.kohli) on

ବିରାଟଙ୍କ ଏହି ପେଷ୍ଟକୁ ସାନିଆ ମିର୍ଜା ଏବଂ ଦିୟା ମିର୍ଜା ମଧ୍ୟ ପ୍ରଶଂସାକ କରିଛନ୍ତି । ଫଟୋକୁ ନେଇ ବିଭିନ୍ନ କମେଂଟ ମଧ୍ୟ ଆସିଛି । ଜଣେ ୟୁଜର ଲେଖିଛନ୍ତିଯେ ରାମ ସୀତାଙ୍କ ଯୋଡ଼ି ।

ନିକଟରେ ବିରାଟଙ୍କୁ ସାକ୍ଷାତ କରିବାକୁ ଅନୁଷ୍କା ବେଙ୍ଗାଲୁରୁରେ ପହଂଚିଥିଲେ । ବିରାଟ ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି । ଅନୁଷ୍କା ଏବେ ଫିଲ୍ମ ଜିରୋରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଖବର ମୁତାବକ ସେ ତାଙ୍କର ୩୦ତମ ଜନ୍ମଦିନ ବିରାଟଙ୍କ ସହିତ ବେଙ୍ଗାଲୁରରେ ପାଳନ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More