Only for Entertainment

ରିଲିଜ ହେଲା ‘ବ୍ଲାକ ପାନ୍ଥର’ । ଦେଖନ୍ତୁ ଏହାର ଟ୍ରେଲର ।

THE MERY SUE
0 52

ହଲିଉଡ ଫିଲ୍ମ ‘ବ୍ଲାକ ପାନ୍ଥର’ ଆଜି ରିଲିଜ ହୋଇଯାଇଛି । ଏହି ଫିଲ୍ମ ଏକ ସୁପର ହିରୋ ଉପରେ ଆଧାରିତ । କିନ୍ତୁ ଏଥିରେ ମୁଖ୍ୟ କଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ଫିଲ୍ମର ୨୦୧୭ରେ ରିଲିଜ ହୋଇଥିବା ବ୍ଲକବାଷ୍ଟର ଫିଲ୍ମ ବାହୁବଲୀ-୨ ସହ ସମ୍ପର୍କ ରହିଥିବା ଶୁଣିବାକୁ ମିଳିଛି ।

‘ବାହୁୂବଲୀ-୨’ର ସ୍କ୍ରିପ୍ଟକୁ ହିନ୍ଦୀରେ ଲେଖକ ମନୋଜ ମୁନ୍ତଶିର ଅନୁବାଦ କରି ଲେଖିଥିଲେ । ଫିଲ୍ମ ‘ବାହୁୂବଲୀ-୨’ର ଡାୟଲଗ ଗୁଡିକୁ ବଲିଉଡ ଇଣ୍ଡଷ୍ଟ୍ରି ସହ ହଲିଉଡରେ ମଧ୍ୟ ବହୁ ପ୍ରଶଂସା କରିଥିଲେ । ଏହି କଥାକୁ ଧ୍ୟାନରେ ରଖି ହଲିଉଡ ଫିଲ୍ମ “ବ୍ଲାକ ପାନ୍ଥର” ନିର୍ଦ୍ଧେଶକ ରୟାନ କୋଗଲର ମନୋଜଙ୍କୁ ତାଙ୍କର ଏହି ଫିଲ୍ମର ହିନ୍ଦୀ ସ୍କ୍ରିପ୍ଟ ଲେଖିବା ପାଇଁ ସୁଯୋଗ ଦେଇଥିଲେ ।

‘ବ୍ଲାକ ପାନ୍ଥର’ରେ ଭାରତୀୟ ଦର୍ଶକ ‘ବାହୁବଳୀ’ଫିଲ୍ମ ରୂପାନ୍ତରିତ ଅନେକ ଡାଏଲଗ ଶୁଣିବାକୁ ପାଇବେ ।
ଦେଖନ୍ତୁ ଏହି ଫିଲ୍ମର ଟ୍ରେଲର –

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More