Only for Entertainment

ଘରୁ ବାହାରିବା ସମୟରେ ଦ୍ୱାର ମୁହଁରେ ରଖି ଦିଅନ୍ତୁ ଗୋଲମରିଚ, ବିଗିଡ଼ି ଯାଇଥିବା କାମ ମଧ୍ୟ…

54

ଦୀର୍ଘ ଦିନର ଚେଷ୍ଟା ସତ୍ତ୍ୱେ ଆପଣ କାମରେ ସଫଳତା ପାଇ ପାରୁ ନାହାନ୍ତି। ଯେଉଁ କାମ ପାଇଁ ବାହାରକୁ ଯାଉଛନ୍ତି ଯଦି ତାହା ବିଫଳ ହୋଇଯାଉଛି, ତାହାଲେ ଆପଣ ଜରୁରି କାମ ପାଇଁ ଘରୁ ବାହାରକୁ ଯିବା ବେଳେ ଘରର ଦ୍ୱାରରେ ଅଳ୍ପ ଗୋଲମରିଚ ରଖି ବାହାରକୁ ଯାଆନ୍ତୁ। ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ।

-ଘରେ କାହାର ଖରାପ ନଜର ଥିଲେ ଆପଣ ଦୀପ ଜଳାଇଲା ବେଳେ ସେଥିରେ ଅଳ୍ପ ଗୋଲମରିଚ ରଖି ଦୀପକୁ ଘରର ଏକ କୋଣରେ ରଖି ଦିଅନ୍ତୁ। ଏହା କଲେ ଘରେ ଖରାପ ନଜର ପଡ଼ିନଥାଏ।

-ଗୋଲମରିଚ ଶନି ଦୋଷ ମଧ୍ୟ ଦୂର କରିଥାଏ। ଆପଣଙ୍କ ଶନି ଦୋଷ ଥିଲେ ଏକ କଳା କପଡ଼ାରେ କିଛି ଟଙ୍କା ଏବଂ ଗୋଲମରିଚ ରଖି କୌଣସି ଲୋକଙ୍କୁ ଦାନ କରି ଦିଅନ୍ତୁ। ଏହାର ପରିଣାମ ଆପଣଙ୍କୁ ଶିଘ୍ର ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More