Only for Entertainment

ତ୍ୱଚାରେ ସମସ୍ୟା ଦେଖା ଦେଉଥିଲେ କରନ୍ତୁ ଏହି ଉପାୟ ।

healthyfoodsecret.com
28

ଗୋଲମରିଚକୁ ଆପଣ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ବ୍ୟବହାର କରୁଥିବେ । କାରଣ ଏହା ଖାଦ୍ୟର ସ୍ୱାଦକୁ ବଢାଇଥାଏ । ତେବେ କ’ଣ ଆପଣ ଜାଣନ୍ତିକି ଏହା ଏକ ଔଷଧ ଭଳି ମଧ୍ୟ କାମ କରେ ।

କାଶ ହେଉଥିଲେ ଗୋଲ ମରିଚ ଚୂର୍ଣ୍ଣ ସହ ଏକ ଚାମଚ ମହୁ , ଘିଅ ,ସାମାନ୍ୟ ମିଶ୍ରି ମିଳାଇ ସେବନ କରିବା ଦ୍ୱାରା ଭଲ ହୋଇଥାଏ । ଚର୍ମରେ କିଛି ସମସ୍ୟା ଦେଖାଦେଉଥିଲେ ଗୋଲ ମରିଚ ଚୂର୍ଣ୍ଣରେ ଗାଈ ଘିଅ କିମ୍ବା ନଡ଼ିଆ ତେଲକୁ ମିଶାଇ ଦେହରେ ଲେପନ କଲେ ସମସ୍ୟା ଦୂର ହୋଇଥାଏ । ଦାନ୍ତରେ ସମସ୍ୟା ଦେଖାଦେଉଥିଲେ ଗୋଲ ମରିଚ ର କାଢା ସେବନ କଲେ ଦାନ୍ତ ବ୍ୟଥା କମ ହୋଇଥାଏ । କୌଣସି କାରଣରୁ ଭୋକ ନ ହେଉଥିଲେ ଗୋଲ ମରିଚ ଚୂର୍ଣ୍ଣକୁ ପାଣିରେ ଗୋଳାଇ ପିଇଲେ ଭୋକ ବଢେ । ମୁଖ ଦୁର୍ଗନ୍ଧ ହେଉଥିଲେ ଉଷୁମ ପାଣିରେ ଲୁଣ ମିଶାଇ କୁଳି କରନ୍ତୁ ଦେଖିବେ କିଛି ଦିନରେ ଏହି ଦୁର୍ଗନ୍ଧ ଚାଲିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More