Only for Entertainment

ଋକ୍ତଦାନ କଲେ କ’ଣ ହୋଇଥାଏ ।

capital fm
34

ନିୟମିତ ଭାବେ ରକ୍ତ ଦାନ କରିବା ଦ୍ୱାର ଆପଣଙ୍କ ଶରୀରର ଆୟରନ ମାତ୍ରା ସଠିକ୍ ରହିଥାଏ । ଶରୀରରେ ଆୟରନ ମାତ୍ରା ଅଧିକ ହେବା ଦ୍ୱାରା ଅକ୍ସିଡେଟିଭ୍ ଖରାପ ହୋଇଯାଏ । ରକ୍ତଦାନ କରିବା ଦ୍ୱାରା ଶରୀରର ଆୟରନ୍ ମାତ୍ରା ସଠିକ୍ ରହିନଥାଏ ବରଂ ହୃଦ୍ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ । ଏହାଦ୍ୱାରା ହାର୍ଟ ସୁସ୍ଥ ରୁହେ ।

ଏହାବ୍ୟତୀତ ରକ୍ତଦାନ ଦ୍ୱାରା ଲିଭର ସମସ୍ୟା ଏବଂ କର୍କଟ ରୋଗ ହେବାର ଆଶଙ୍କାକୁ କମ୍ କରିଦେଇଥାଏ । ଏହା ଲିଭର ଉପରେ ଭଲ ପ୍ରଭାବ ପକାଇ ଥାଏ । ଲିଭରର କାର୍ଯ୍ୟ ଆୟରନ ମେଟାବଲିଜିମ୍ ଉପରେ ନିର୍ଭର କରେ । ଶରୀରରେ ଆୟରନ ଅଧିକ ହେବା ଦ୍ୱାରା ଟିଶୁର ଅକ୍ସିଡେଶନ ହୋଇଥାଏ, ଯାହାଫଳରେ କର୍କଟ ରୋଗ ହେବାର ଆଶଙ୍କା ବଢି ଯାଇଥାଏ । ସେଥିପାଇଁ ନିୟମିତ ରକ୍ତଦାନ କରିବା ଉଚିତ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More