Only for Entertainment

ଅମିତ ଶାହଙ୍କୁ ସାକ୍ଷାତ କରିବା ପାଇଁ ହଠାତ ପହଂଚିଲେ ନାନା ପାଟେକର, ଅନୁମାନ କରାଯାଉଛି………..

hindirush
275

ବଲିଉଡ ଆକ୍ଟର ନାନା ପାଟେକରଙ୍କୁ ନିକଟରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସହିତ ଯୌନ ଉତ୍ପୀଡ଼ନ ଘଟଣାରେ ମୁମ୍ବାଇ ପୋଲିସ ଠାରୁ କ୍ଲିନ ଚିଟ ମିଳିଛି । ଗତବର୍ଷ ମି ଟୁ କ୍ୟାମ୍ପେନ’ରେ ଅଭିନେତ୍ରୀ ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ । ନାନା ପାଟେକର ଏବେ ମୁମ୍ବାଇର ବନ୍ୟା ପ୍ରପିଡ଼ୀତଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ନିକଟରେ ପହଂଚିଥିଲେ ଏବଂ ୫୦୦ ଲୋକଙ୍କ ପାଇଁ ଘର ତିଆରି କରିବେ ବୋଲି କହିଛନ୍ତି । ଏଥିପାଇଁ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଗତ ସୋମବାରକୁ ସାକ୍ଷାତ କରିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ନାନା ପାଟେକର ଗତ ସୋମବାରକୁ ଅମିତ ଶାହଙ୍କୁ ସାକ୍ଷାତ କରିବା ପାଇଁ ଦିଲ୍ଲୀରେ ପହଂଚିଥିଲେ । ଦୁଇଜଣଙ୍କ ମଧ୍ୟରେ କଥାବର୍ତ୍ତା ମଧ୍ୟ ହେଲା, ଅନୁମାନ କରାଯାଉଛି ଅଭିନେତା ବିଜେପିରୁ ଟିକଟ ପାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ଖବର ପାଇଁ କହିରଖୁଛୁ ନାନା ପାଟେକର ମରାଠାର ଏକ ପ୍ରସିଦ୍ଧ ଚେହେରା । ଫିଲ୍ମ ଦୁନିଆ ବ୍ୟତୀତ ସେ ସମାଜସେବା ମଧ୍ୟ କରୁଛନ୍ତି । ତେଣୁ ହୋଇପାରେ ସେ ବିଜେପିରେ ନିର୍ବାଚନରେ ଛିଡ଼ା ହୋଇପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More