Only for Entertainment

କମାଣ୍ଡୋ ବାଲି ଅଦା ଶର୍ମାଙ୍କ ଏହି ଭିଡିଓ ଦେଖନ୍ତୁ , ଏବଂ ଏହାପରେ ସେଲିବ୍ରେଟ କରନ୍ତୁ ନୂଆ ବର୍ଷ !

58

ହିନ୍ଦୀ ଏବଂ ସାଉଥ ର ଅନେକ ଫିଲ୍ମ ଜରିଆରେ ଲୋକପ୍ରିୟ ହୋଇଥିବା ଅଦା ଶର୍ମା ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ନୂଆବର୍ଷର ଏହି ମଉକାରେ ସେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଶେୟାର କରିଛନ୍ତି ଯାହା ନା କେବଳ ଭାଇରାଲ ହେଉଛି , ମାତ୍ର ତାଙ୍କର ଗଜବ ଅନ୍ଦାଜ ସହ ଏହା ଏକ ବାର୍ତ୍ତା ମଧ୍ୟ ଦେଉଛି ।

ଅଦା ଶର୍ମାଙ୍କ ଏହି ଭିଡିଓ ଏବେ ପର୍ଯ୍ୟନ୍ତ ଅଢେଇ ଲକ୍ଷ ପାଖା ପାଖା ଦେଖା ଯାଇସାରିଲାଣି । ଖାସ କଥା ହେଉଛି ଏହି ଭିଡିଓରେ ଅଦା ଶର୍ମା ହିଟ ସଙ୍ଗ ‘ସାକି ସାକି’ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏଥିପାଇଁ ସେ ଖୁବ ସୁନ୍ଦର ଡ୍ରେସ ମଧ୍ୟ ପିନ୍ଧିଛନ୍ତି । କିନ୍ତୁ କଥା କେବଳ ଅଦାଙ୍କ ଅନ୍ଦାଜର ନୁହେଁ ବରଂ ଅଦାଙ୍କ ବାର୍ତ୍ତାଙ୍କ ।

 

View this post on Instagram

 

I’m the most fortunate actress who has sooooo much support for all the mad stuff I do and I louuuvee u guys for that ??? So this video is on public demand. On the anti smoking video soooo many of u said u wanted an anti alcohol video.so here ! My version ? Don’t drink ! This is what will happen to u ? . . Kept the craziest vid for last ! So let’s start the year off with this . ❤️???!!!HAPPY NEW YEAR !!!???? Tag your friends who u r spending New year with! . I am with @siddheshnakhate , @snehal_uk and @juhi.ali who did my makeup ,hair and styled me for this um…horror dance off with myself ?? . . . Also u all ask me to do another horror movie after 1920 and I must in 2019 ! So till then… this is the prequel???… kidding ! This is to make you laugh a little if 1920 scared u too much? . . Calligraphy of daru, शराब and alcohol by Adah Sharma ?

A post shared by Adah Sharma (@adah_ki_adah) on

ସେ ଏହା ପୂର୍ବରୁ ଧୂମପାନ ନିଷେଧ ଭିଡିଓ ବନାଇଥିଲେ ଯାହା ଲୋକ ଖୁବ ପସନ୍ଦ କରିଥିଲେ । ଏହି କାରଣରୁ ସେ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହାଦ୍ୱାରା ବାର୍ତ୍ତା ଏହା ମିଳିଛି ଯେ ମଦ୍ୟପାନ କଲାପରେ ଆପଣଙ୍କ ଅବସ୍ଥା ଏଭଳି ହୋଇଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More