Only for Entertainment

୧୪ ସେପ୍ଟେମ୍ବରରେ ଭୁବନେଶ୍ୱର ଆସୁଛନ୍ତି ବଲିଉଡ ଅଭିନେତ୍ରୀ ଦିଶା ପଟାନୀ, ଭିଡିଓ ସେୟାର କରି ଦେଲେ ସୂଚନା ।

BizAsia
0 102

ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ୧୪ ସେପ୍ଟେମ୍ବରରେ ଭୁବନେଶ୍ୱର ଆସୁଛନ୍ତି । ଭୁବନେଶ୍ୱର ସ୍ଥିତ ଏସପ୍ଲାନେଡ ମଲର the new Marks & Spencer store କୁ ଉଦଘାଟନ କରିବା ପାଇଁ ସେ ଭୁବନେଶ୍ୱର ଆସୁଛନ୍ତି ବୋଲି ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରି କହିଛନ୍ତି । ଅଭିନେତ୍ରୀଙ୍କ କହିବା ଅନୁସାରେ ସେପ୍ଟେମ୍ବର ୧୪ ସଂଧ୍ୟା ୫ଟାରେ ସେ ଏହି ନୂଆ ଷ୍ଟୋରକୁ ଉଦଘାଟନ କରିବେ ।

 

ଦିଶାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଶେଷ ଥର ପାଇଁ ତାଙ୍କୁ ‘ବାଗି-୨’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ଟାଇଗର ଶ୍ରଫଙ୍କ ସହିତ ନଜର ଆସିଥିଲେ । ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ । ତେବେ ଖୁବ ଶୀଘ୍ର ଦିଶାଙ୍କ ସଲମାନ ଖାନହ୍କ ଫିଲ୍ମ ‘ଭାରତ’ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ତାଙ୍କର ଲୁକ ଖୁବ ଭିନ୍ନ ଥିବା ଚର୍ଚ୍ଚା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More