Only for Entertainment

ଗଜବ ଶାସ୍ତ୍ରୀୟ ନୃତ୍ୟ କରୁଥିବାର ନଜର ଆସିଲେ ହେମା ମାଳିନୀ ।

bollywood tadka
35

ଦିନେ ବଲିଉଡରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ହେମା ମାଳିନୀଙ୍କ ଯାଦୁ ଆଜି ମଧ୍ୟ ଲୋକଙ୍କ ଉପରେ ଚାଲୁଥିବାର ଦେଖିବାକୁ ମିଳେ । ବାସ୍ତବରେ ବାରଣାସୀର ହେମା ମାଳିନୀ ମଙ୍ଗଳବାରକୁ ଜବରଦସ୍ତ ପର୍ଫମାନ୍ସ ଦେଇଛନ୍ତି । ବାରଣାସୀରେ ପ୍ରବାସୀ ଭାରତୀୟ ଦିବସରେ ହେମା ମାଳିନୀ ଏଭଳି ନୃତ୍ୟ କଲେଯେ ଲୋକଙ୍କ ନଜର ହଟିଲା ନାହିଁ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ହେମାଙ୍କ ନୃତ୍ୟକୁ ଦେଖି ଏତେ ପ୍ରଭାବିତ ହେଲେଯେ ସେ ଏହି ପ୍ରସ୍ତୁତିକୁ ଅଦ୍ଭୁତ, ଅବିଶ୍ୱସନୀୟ ଏବଂ ଅକଳ୍ପନୀୟ କହିଲେ ।

ମଂଚ ଉପରକୁ ହେମା ମାଳିନୀ ପ୍ରବେଶ କରିବା ମାତ୍ରେ ତାଙ୍କୁ ଜୋରଦାର ସ୍ୱାଗତ କରାଗଲା । ସୂଚନା ପାଇଁ କହିର୍ୁଛୁଯେ ହେମା ମାଳିନୀ ବଲିଉଡ ଅଭିନେତ୍ରୀ ହେବା ସହିତ ଜଣେ ବିଜେପି ସାଂସଦ ଏବଂ ପ୍ରସିଦ୍ଧ ନୃତ୍ୟାଙ୍ଗନା । ତାଙ୍କୁ ନୃତ୍ୟ ପାଇଁ ଏକାଧିକ ପୁରସ୍କାର ମଧ୍ୟ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More