Only for Entertainment

ବଲିଉଡ ପରିବାର ଗୋଟିଏ ସ୍ଥାନରେ,କେବଳ ଶ୍ୱେତା, ସୋନମ,ଜୟା,କରନ,ସାରା ନୁହଁନ୍ତି ବରଂ କରୀନାଙ୍କ ପିଉସୀଙ୍କ ଡ୍ୟାନ୍ସ ଭିଡିଓ ମଧ୍ୟ ଭାଇରାଲ ହେଲା । ଦେଖନ୍ତୁ ସମସ୍ତଙ୍କ ଡ୍ୟାନ୍ସ ଭିଡିଓ ।

aajtak
0 41

ଡିଜାଇନର ସନ୍ଦୀପ ଖୋସଲାଙ୍କ ଭାଣେଜୀଙ୍କ ୱେଡିଙ୍ଗ ରିସେପସନ ପାର୍ଟିରେ ବଲିଉଡ ପରିବାରର ଡ୍ୟାନ୍ସ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଆପଣ ମଧ୍ୟ କ୍ରେଜ ହୋଇଯିବେ । କରନ ଜୋହର,ଶ୍ୱେତା ନନ୍ଦା,ସାରା ଅଲ୍ଲି ଖାନ,ଜୟା ବଚ୍ଚନ,ସୋନମ କପୁରଙ୍କ ପରେ ଆଉ ଜଣେ ସେଲିବ୍ରେଟୀଙ୍କ ଡ୍ୟାନ୍ସ ଭିଡିଓ ମଧ୍ୟ ଖୁବ ଭାଇରାଲ ହୋଇଛି । ଆମେ ଆଲୋଚନା କରୁଛୁ ଋଷି କପୁରଙ୍କ ଭଉଣୀ ବା କରୀନାଙ୍କ ପିଉସୀ ରୀମା ଜୈନଙ୍କ ବିଷୟରେ ।


ରୀମା ମଧ୍ୟ ଏହି ପାର୍ଟରେ ଠୁମକା ଲଗାଇଛନ୍ତି । ଐଶ୍ୱରୀୟାଙ୍କ କଜରାରେ ଗୀତରେ ଧୁମ ମଚାଇଛନ୍ତି ରୀମା । କହିଲେ ଭୁଲ ହେବ ନାହିଁ ଯେ କରନଙ୍କ ପରେ ରୀମାଙ୍କ ଡ୍ୟାନ୍ସ ଖୁବ ଏନର୍ଜେଟିକ ଥିଲା । ଗୀତରେ ସେ କମାଲ ଏକ୍ସପ୍ରେସନ ଦେଇଥିବାର ନଜର ଆସିଛନ୍ତି । ତାଙ୍କ ଡ୍ୟାନ୍ସ ଦେଖି ଖୁବ ତାଳିମାଡ଼ ମଧ୍ୟ ହେଉଥିଲା ।

ସାତ ସମୂନ୍ଦର ଗୀତରେ ସାରା ।

 


ରାଧା ତେରୀ ଚୁନରୀରେ କରନଙ୍କ ଜଲୱା ।

 

ପ୍ରେମ ରତନ ଧନ ପାୟୋରେ ସୋନମ କପୁର ଏବଂ ସନ୍ଦୀପ ଖୋସଲା ।

 

ପଲ୍ଲୋ ଲଟକେ ଗୀତରେ ଶ୍ୱେତା ଓ ଜୟା ବଚ୍ଚନ ।

 

She’s got em in her genes! Super fun #shwetabachchan

A post shared by Namrata Zakaria (@namratazakaria) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More