Only for Entertainment

ଫଟୋଗ୍ରାଫର ନୂଆ ଗୀତ ‘ତୁମନେ ମୁଝେ ଦେଖା’ ରିଲିଜ !

59

ଫିଲ୍ମ ରିଲିଜ ହେବା ପୂର୍ବରୁ ‘ଫଟୋଗ୍ରାଫର’ର ନିର୍ମାତା ମୁମ୍ବାଇର ଏକ ଇଭେଂଟରେ ଭିନ୍ନ ଅନ୍ଦାଜରେ ଫିଲ୍ମର ନୂଆ ଗୀତ ‘ତୁମନେ ମୁଝେ ଦେଖା’ଲଂଚ କରିଥିଲେ । ନିର୍ଦ୍ଦେଶକ ରିତେଶ ବତ୍ରା ଏବଂ ନବାଜୁଦ୍ଦିନ ସିଦ୍ଦିକି ଏହି ଇଭେଂଟରେ ନବାଜୁଦ୍ଦିନଙ୍କ ଚେହେରାରେ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ ,ସାନ୍ୟା ମଲହୋତ୍ରା ଫଟୋ ଉଠାଇବା ଗୀତ ଲଂଚ କରିଥିଲେ ।

ଏହାପୂର୍ବରୁ ନିର୍ମାତା ଏକ ନିଆରା ରଣନୀତି ଜରିଆରେ ଗେଟୱେ ଅଫ ଇଣ୍ଡିଆରେ ଫଟୋଗ୍ରାଫର ମାନେ ନବାଜୁଦ୍ଦିନ ସିଦ୍ଦିକିଙ୍କ ମାସ୍କରେ ନଜର ଆସିଥିଲେ । ଫିଲ୍ମ ତିସରୀ ମଂଜିଲର କ୍ଲାସିକ ଗୀତ ‘ତୁମନେ ମୁଝେ ଦେଖା’ ରିକ୍ରିଏଟ କରିଦେଇଛନ୍ତି ।

ରିତେଶ ବତ୍ରା ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ‘ଫଟୋଗ୍ରାଫ’କୁ ଆମାଜନ ଷ୍ଟୁଡିଓଜ ଦ୍ୱାରା ଦ ମ୍ୟାଚ ଫ୍ୟାକ୍ଟ୍ରିି ସହ ମିଶି ପ୍ରସ୍ତୁତ କରାଯାଇଛି ଏବଂ ଏହି ଫିଲ୍ମ ୧୫ମାର୍ଚ୍ଚ ୨୦୧୯ରେ ଭାରତରେ ରିଲିଜ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More