Only for Entertainment

ପ୍ରଥମ ଥର ଏତେ ଟଙ୍କା ପାଇ ପାଗଳ ହୋଇ ଯାଇଥିଲେ ମିକା ସିଂ

27

ବଲିଉଡ ସିଙ୍ଗର ମିକା ସିଂ ଏଜେଣ୍ଡା ଆଜତକ ୨୦୧୯ରେ ପହଂଚିଥିଲେ । ଏଠାରେ ମିକା ବିଭିନ୍ନ ବିଷୟରେ ଚର୍ଚ୍ଚା କଲେ । ସେ ତାଙ୍କ ବିବାଦ ବିଷୟରେ ମଧ୍ୟ ଆଲୋଚନା କଲେ ।

ମିକାଙ୍କ କହିବା ଅନୁସାରେ ସେ ୧୯୯୫ରେ ଗିଟାର ବଜାଉଥିଲେ, ଯେଉଁଥିପାଇଁ ତାଙ୍କୁ ୫୦୦ ଟଙ୍କା ମିଳୁଥିଲା ଏବଂ ତାଙ୍କର ଗାୟକ ହେବାର କୌଣସି ଇଛା ନଥିଲା । କାରଣ ସେ ମ୍ୟୁଜିକ ଡାଇରେକ୍ଟର ହେବାକୁ ଚାହୁଁଥିଲେ । ଏହାପରେ ସେ ସାୱନ ମେଁ ଲଗ ଗଇ ଆଗ ଲେଖିଥିଲେ । ଏହି ଗୀତ ସେ ଦିଲେର ପାଜୀଙ୍କୁ ଶୁଣାଇଲେ ଓ ସେ କହିଲେ ଏହି କଂଠ ସ୍ୱର ଠିକ ନାହିଁ । କିନ୍ତୁ ମିକା କହିଲେ ଅନୁ ମଲ୍ଲିକଙ୍କ ଠାରୁ ତ ଭଲ ଅଛି । ଏହାପରେ ଶୋ ଆସିବାକୁ ଲାଗିଲା ଓ ୫ ଶହ ପରିବର୍ତ୍ତେ ୫୦ ହଜାର ମିଳିବାକୁ ଲାଗିଲା । ସେ ଖୁବ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଖୁସି ମଧ୍ୟ । ରିହର୍ସଲ କରିବାର ୩ ବର୍ଷ ପରେ ଫେରିଲେ ।

ଗିଟାର ବଜାଇ ୫ ଶହ ପାଉଥିଲେ ମିକା । ଷ୍ଟାର ହେବାକୁ ଲାଗିଲେ ତ ଏକ ଘର ଭଡ଼ାକୁ ନେଲେ, ଖଟ ନଥିଲା ଗଦି କିଣିଲେ, ଏହାପରେ ୱାଶିଂ ମେସିନ ।ଏହାପରେ ଖଟ କିଣିଲେ ।ଏହିଭଳି ଥିଲା ମିକାଙ୍କ କ୍ୟାରିଅର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More