Only for Entertainment

ଅମିତାଭଙ୍କ ଉପସ୍ଥିତିରେ ପ୍ରଡକ୍ସନ ହାଉସ ଲଂଚ କଲେ ବମନ ଇରାନୀ ।

ANI
36

ବଲିଉଡ ଆକ୍ଟର ବମନ ଇରାନୀ ଗତ ବୁଧବାରକୁ ଇରାନୀ ମୁଭିଟୋନ ପ୍ରଡକ୍ସନ ହାଉସ ଲଂଚ କରିଛନ୍ତି । ଯେଉଁଥିରେ ବିଶିଷ୍ଟ ଆକ୍ଟର ଅମିତାଭ ବଚ୍ଚନ ଏବଂ ଏକାଡେମୀ ଆୱାର୍ଡ଼ ୱିନିଙ୍ଗ ସ୍କ୍ରିନ ରାଇଟର ଆଲେକ୍ସାଣ୍ଡର ଡିନେଲାରିସ ଜେ ଆର ଉପସ୍ଥିତ ଥିଲେ ।

ଏହା ମୁମ୍ବାଇରେ ଲଂଚ ହେଲା ଏବଂ ସେଠାରେ ବମନଙ୍କ ପତ୍ନୀ ଜେନୋବିୟା ମଧ୍ୟ ଉପସ୍ଥିତ ଥିଲେ । ସେଠାରେ ଅମିତାଭଙ୍କୁ ବମନ ଏବଂ ତାଙ୍କ ପତ୍ନୀ ଶାଲ ଦେଇ ସମ୍ମାନିତ କଲେ । ଅମିତାଭ ମଧ୍ୟ ସେମାନଙ୍କୁ ଖୁବ ଶୁଭେତ୍ସା ଜଣାଇଲେ ।

ଦିୟା ମିର୍ଜା, ଫରହାନ ଅଖତର, କୁନାଲ ଭିଜୟକରଙ୍କ ଭଳି କଳାକାର ମାନେ ସେଠାରେ କଲିଗଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More