Only for Entertainment

ପ୍ରସ୍ତୁତ କରନ୍ତୁ ଲାଉ ଦହି କୁରମା ।

sasha's cookbook
0 113

ଆବଶ୍ୟକ ସାମଗ୍ରୀ:

୫୦୦ ଗ୍ରାମ ଲାଉ, ୫୦ ଗ୍ରାମ ବେସନ, ୨ଟି କଟା ପିଆଜ, ଫାଳେ କୋରା ନଡ଼ିଆ, / କୋଲା ରସୁଣ, ଚାମଚ ଗୋଟା ଜିରା, /୪ଟି କଞ୍ଚା ଲଙ୍କା, କପ୍ ଦହି, ଗୋଟିଏ ଟମାଟୋ, ଅଳ୍ପ କଟା ଧଣିଆ ପତ୍ର, ଚାମଚ ଡାଲଚିନି ଗୁଣ୍ଡ, ଡାଲଚିନି ଗୁଣ୍ଡ, ତେଲ ସ୍ୱାଦ ଅନୁଯାୟୀ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

ଲାଉର ଚୋପା ଛଡ଼ାଇ କୋରି ଦିଅନ୍ତୁ।  ବେସନରେ କୋରା ଲାଉଲୁଣ ଅଧା କଟା ପିଆଜ  ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ନେଇତେଲ କଡେଇରେ ଛୋଟଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ଏବେ କୋରା  ନଡିଆଜିରାରସୁଣ  କଞ୍ଚାଲଙ୍କା ଏକାଠି ମିଶାଇ ପେଷି ଦିଅନ୍ତୁ। ଏକ ପ୍ୟାନରେ ତେଲ ଗରମ କରି ବାକି ଥିବା ପିଆଜକୁ ଭାଜି ପରେ ଟମାଟୋ ପକାଇ ଅଳ୍ପ ସମୟ ଭଜିବା ପରେ ପେଷା ହୋଇଥିବା ମସଲା ମଧ୍ୟ ପକାନ୍ତୁ। ଏବେ ଏଥିରେ ଦହିଲୁଣ, ପାଣି ଛଣା  ହୋଇଥିବା ଗୁଳାକୁ ଏକାଠି ପକାନ୍ତୁ। ଏବେ ଆପଣଙ୍କ ଲାଉ ଦହି କୋରମା ପ୍ରସ୍ତୁତ। ଏହା ଉପରେ କଟା ଧନିଆ ପତ୍ରଡାଲଚିନି ଗୁଣ୍ଡଗୁଜୁରାତି ଗୁଣ୍ଡ  ଗୁଣ୍ଡସେଓ ପକାଇ ସଜାଇ ଦିଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More