Only for Entertainment

ମାରିକମଙ୍କ ସହ ମୁଷ୍ଟିଯୁଦ୍ଧ କରୁଥିବାର ନଜର ଆସିଲେ ଖେଳ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର, ଭାଇରାଲ ହେଲା ଭିଡିଓ !

22

ପାଂଚଥର ମୁଷ୍ଟି ଯୁଦ୍ଧ ଜିତି ଥିବା ବିଶ୍ୱ ଚାମ୍ପିଅନ ମାରିକମ ଏବେ କିଛି ଏଭଳି କରିଛନ୍ତି ଯାହା ସମସ୍ତଙ୍କୁ ଆଚମ୍ବିତ କରି ପକାଇଛି । ୩୫ବର୍ଷର ଏହି ମୁଷ୍ଟି ଯୋଦ୍ଧା ଖେଳ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ଦେଓଙ୍କ ସହ ମୁଷ୍ଟି ଯୁଦ୍ଧ କରିଛନ୍ତି ।

ଦୁହେଁ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିଅମରେ ଫ୍ରେଣ୍ଡଲି ବକ୍ସିଂ ଖେଳିଛନ୍ତି । ଯେଉଁଠି ନଜର ଆସିଛି ଯେ ହର୍ଷ ବର୍ଦ୍ଧନ ବଂଚୁଥିଲେ ମାତ୍ର ମାରିକମ ତାଙ୍କୁ ମୁକ୍କା ମାରୁଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More