Only for Entertainment

ବ୍ରହ୍ମାସ୍ତ୍ର ସୁଟିଂ ସେଟରୁ ଭାଇରାଲ ହେଲା ଆଲିୟା ଭଟ୍ଟ ଓ ରଣବୀର କପୂରଙ୍କ ଫଟୋ

23

ଆଲିୟା ଭଟ୍ଟ ଓ ରଣବୀର କପୂର ବାରଣାସୀରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୁଛନ୍ତି । ରିପୋର୍ଟ ଅନୁସାରେ ଆଲିୟା ଓ ରଣବୀର ଶୁକ୍ରବାରକୁ ବାରଣାସୀରେ ପହଂଚିଥିଲେ । କିନ୍ତୁ ବର୍ଷା କାରଣରୁ ସୁଟିଂ ହୋଇ ନଥିଲା ଏବଂ ଗୀତର ସୁଟିଂ ପରେ ଆରମ୍ଭ ହେଲା ।

 


ସୁଟିଂ ସମୟର କିଛି ଫଟୋ ଏବଂ ଭିଡ଼ିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଭିନେତାଙ୍କ ଫ୍ୟାନ କ୍ଲବ ଏକ ଭିଡ଼ିଓ ଶେୟାର କରିଛନ୍ତି । ସେଥିରେ ଦେଖିବାକୁ ମିଳିଛି ରଣବୀର ଏବଂ ଆଲିୟା ନିଜ ବେଷ୍ଟ ଦେବାକୁ ଚେଷ୍ଟା କରୁଛନ୍ତି ।
କିଛି ଫଟୋରେ ନଜର ଆସିଛି ରଣବୀର ମିଲିଟ୍ରି ପ୍ରିଂଟ ସର୍ଟ ଓ ଜ୍ୟାକେଟ ପିନ୍ଧିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More