Only for Entertainment

ସମୂଦ୍ର କୂଳରେ ମହିଳା ଦେଖିଲେ ଆତଙ୍କବାଦୀ ଲାଡେନର ଚେହେରା

punjabkesari
60

ଇଂଲଣ୍ଡରେ ରହୁଥିବା ଜଣେ ମହିଳା ଅଲକାଇଦା ଆତଙ୍କବାଦ ଓସାମା ବିନ ଲାଡେନଙ୍କ ଚେହେରା ମିଳିଥିବାର ଦାବି କରିଛନ୍ତି । ମହିଳାଙ୍କର କହିବା ଅନୁସାରେ ତାଙ୍କୁ ସିପ ଏକାଠି କରିବାକୁ ଭଲ ଲାଗେ, ଏବଂ ଯେତେବେଳେ ସେ ପତିଙ୍କ ସହିତ ସମୂଦ୍ର କୂଳରେ ବୁଲୁଥିଲେ ଏବଂ ତାଙ୍କୁ ଏକ ସିପ ମିଳିଲା ଯାହାକୁ ଦେଖି ସେ ଓ ତାଙ୍କ ପତି ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଏଭଳି ସିପ ମିଳିଥିବାର ମହିଳା ଦାବି କରିଛନ୍ତି, ଯେଉଁଥିରେ ଲାଡେନର ଚେହେରା ଦେଖା ଯାଉଥିଲା ।

ମହିଳା ସେହି ସିପକୁ ନିଜ ପାଖରେ ରଖିଛନ୍ତି । ମହିଳାଙ୍କ କହିବା ଅନୁସାରେ ସେଦିନ ତାଙ୍କର ବିବାହ ବାର୍ଷିକୀ ଥିଲା ଏବଂ ଏହାକୁ ଦେଖି ସେମାନେ ବହୁତ ସମୟ ହସିବାକୁ ଲାଗିଲେ ।

ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More