Only for Entertainment

ନିଜ ପୂରୁଣା ଲୁକରେ ଫେରିଛନ୍ତି ବ୍ରିଟନୀ ସ୍ପିୟର୍ସ !

30

ହଲିଉଡ ଅଭିନେତ୍ରୀ ବ୍ରିଟିନି ସ୍ପିୟର୍ସ ପୁଣି ଥରେ ନିଜ ପ୍ରସିଦ୍ଧ ପୂରୁଣା ଲୁକରେ ଫେରିଛନ୍ତି । ଡେଲିମେଲ ଡଟ ମୂତାବକ ମାବିରୁ ଛୁଟି ବିତାଇବା ପରେ ବ୍ରିଟିନି ଏକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ତାଙ୍କ ନୂଆ ହେୟାର କଲରକୁ ଫ୍ଲଂଟ କରୁଥିବାର ଦେଖିବାକୁ ମିଳିଥିଲା ।


ଏହି ଭିଡିଓ ଶେୟାର କରି ସେ ଲେଖିଛନ୍ତି ହୁଏତ ବ୍ଲଣ୍ଡ୍ସ ଲୁକ ବେଶୀ ମଜାଦାର ଦେଖାଯାଏ । ଭିଡିଓରେ ବ୍ରିଟିନି ଏକ ଧଳା ରଂଗର ଟ୍ୟୁବ ଟପ ଏବଂ ସର୍ଟ୍ସରେ ନିଜ ଲସ ଏଂଜେଲସ ଘର ସୋଫାରେ ବସିଛନ୍ତି ଏବଂ କ୍ୟାମେରାକୁ ଦେଖି କଥା ହେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More