Only for Entertainment

କନସର୍ଟ ମଝିରେ ଫେମସ ସିଙ୍ଗରଙ୍କର ଖସିଗଲା ଡ୍ରେସ, ୨ମିନିଟ ପର୍ଯ୍ୟନ୍ତ ହେଲା ନାହିଁ ଅନୁଭବ !

amarujala
0 64

ଗ୍ରେମୀ ଅୱାର୍ଡ ବିଜେତା ସ୍ପିୟର୍ସ “ପିସ ଅଫ ମି”କନସର୍ଟରେ ୱାର୍ଡରବ ମାଲଫକ୍ସନର ଶିକାର ହୋଇଛନ୍ତି । ଅସଲରେ ବ୍ରିଟନୀ ଏମଜିଏ ନ୍ୟାଶନାଲ ହାର୍ବର ଭିତରେ ଥିବା ଥିଏଟରରେ ଶୁକ୍ରବାର ଏକ ଷ୍ଟେଜ ଶୋ’ରେ ‘ଡୁ ସମଥିଙ୍ଗ’ଗୀତରେ ପରଫର୍ମାନ୍ସ ଦେଉଥିଲେ ଏବଂ ସେହି ସମୟରେ ତାଙ୍କ ସହ ଏକ ଅଘଟଣ ଘଟିଥିଲା ।


ଷ୍ଟେଜରେ ପରଫର୍ମ କରିବା ସମୟରେ ତାଙ୍କ ଡ୍ରେସ ଖସି ଯାଇ କିଛି କ୍ଲିଭେଜ ନଜର ଆସିଥିଲା ମାତ୍ର ସେ ନ ଜାଣି ପାରି ପରଫର୍ମ କରିଥିଲେ । ମାତ୍ର କିଛି ସମୟ ପରେ ସେ ଏହା ଅନୁଭବ କରିଥିଲେ ।

#Clumsy @britneyspears #PieceOfMe #PieceOfMeTour

A post shared by Zach Nasto (@zach267) on


ମାତ୍ର ଏହା କିଛି ଅସାଧାରଣ ମାମଲା ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ସେଲିବ୍ରିଟି ଶିକାର ହୋଇଛନ୍ତି । ଏହାପୂର୍ବରୁ ବ୍ରିଟନୀ ୨୦୧୫ରେ ମଧ୍ୟ ଏଭଳି ଶିକାର ହୋଇଥିଲେ । ସେ ଡ୍ରେସ ସଜାଡିବା ପୂର୍ବରୁ ଅନେକ ଲୋକ ତାଙ୍କର ଫଟୋ ନେଇ ଯାଇଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More